ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୮୦୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା !

ସ୍ୱିଜରଲାଣ୍ଡ, (ଓଡିଶା ଟାଇମ୍) :ସ୍ୱିଜରଲାଣ୍ଡରେ ବୁର୍ଖାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ରବିବାର ଏହା ଉପରେ ଜନମତ ସଂଗ୍ରହ କରାଯାଇଥିଲା । ଜନମତ ସଂଗ୍ରହରେ ସାର୍ବଜନୀନ ସ୍ଥାନରେ ବୁର୍ଖା ଉପରେ ବ୍ୟାନ୍ ଲଗାଇବାକୁ ଲୋକମାନେ ମତଦାନ କରିଥିଲେ । ରୟଟର୍ସ ଅନୁସାରେ, … Read More

ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ । ଗତ ଫେବୃଆରୀ ମାସ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମଗ୍ର ଦେଶରୁ ୬ ଲକ୍ଷ ୬୧ ହଜାର ୭୭୬ … Read More

ବନ୍ଦ ଘର ଭିତରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ପାରଳାଖେମୁଣ୍ଡି, (ଓଡିଶା ଟାଇମ୍) : ଘର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଶିବାଲ୍ ଡିଲେଶ୍ୱରୀ(୨୧) ଓ ଟାଲୁରୁ ଶ୍ରୀନୁ(୨୮)। ଆରିବା ଗାଁର ଏକ ବନ୍ଦ … Read More

ବଦଳିଲା ଘରୋଇ ସ୍କୁଲରେ ଆବେଦନ ଓ ନାମଲେଖା ସମୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆର୍ଥିକ ଅନଗ୍ରସର ବିଦ୍ୟାର୍ଥୀଙ୍କୁ ଘରୋଇ ସ୍କୁଲରେ ଘରୋଇ ବିଦ୍ୟାଳୟରେ ପାଠ ପଢିବାକୁ ସୁଯୋଗ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଆବେଦନ ଓ ନାମଲେଖା … Read More

ଆଜିଠୁ ବଢିବ ତାତି

ଭୁବନେଶ୍ବର, (ଓଡିଶା ଟାଇମ୍) :ସୋମବାରଠୁ ବଢ଼ିବ ତାପମାତ୍ରା। ନିର୍ଘାତ ଖରା ଛଟପଟ କରିବ । ତାତିର ଜ୍ୱାଳା ଅସହ୍ୟ ହେବ। ରବିବାର ରାଜ୍ୟରେ ୭ଟି ଜିଲ୍ଲା ୩୮ଡିଗ୍ରୀ ଉପରେ ରହିଥିଲା । ସମ୍ବଲପୁର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୩୮.୭ ଡିଗ୍ରୀ … Read More

ଆଜିଠୁ ସଂସଦର ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେବ। ତେବେ ୫ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ଲାଗି ଏହି ଅଧିବେଶନର କାର୍ଯ୍ୟଦିବସ କାଣ୍ଟ ଛାଣ୍ଟ ହେବା ସମ୍ଭାବନା ରହିଛି। ତେବେ ଆସାମ, ପଶ୍ଚିମବଙ୍ଗ ତାମିଲନାଡୁ, … Read More

ମୁଖ୍ୟ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ

ଯାଜପୁର, (ଓଡିଶା ଟାଇମ୍) :ଯାଜପୁର ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ବିଭିନ୍ନ ମେଗା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକମାନଙ୍କୁ ଯଥାଶୀଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ରବିବାର ପୁର୍ବାହ୍ନରେ … Read More

କୃଷି ଆଇନକୁ ବିରୋଧ କରି ଟିକରୀ ସୀମାରେ ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦିଲ୍ଲୀର ଟିକରୀ ସୀମାରେ ଦୀର୍ଘଦିନ ଧରି ଚାଷୀମାନେ ଧାରଣାରେ ବସି ରହିଛନ୍ତି । ନୂଆ କୃଷି ଆଇନକୁ ପ୍ରତ୍ୟାହାର ଜିଦରେ ଅଡିବସିଛନ୍ତି ଚାଷୀ । ଏହାରି ମଧ୍ୟରେ ଟିକରୀ ବର୍ଡରରେ ଧାରଣାରତ ଜଣେ ଚାଷୀ ଆତ୍ମହତ୍ୟା କରିଥିବା … Read More

ଦମକଳ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୪ ଆହତ

ମାଲକାନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ଘାଟିରେ ଦମକଳ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୪ ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ପୁଲିସ ମହାନିର୍ଦେଶକ ଅଭୟଙ୍କ ମୁଡୁଲିପଡ଼ା ବିଏସଏଫ କ୍ୟାମ୍ପ ଗସ୍ତ କାର୍ଯ୍ୟକ୍ରମର … Read More