ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଲାଗୁ, ୨୭ ତାରିଖ ସକାଳ ୬ ଯାଏଁ ଜାରି ରହିବ କଟକଣା
ଭଦ୍ରକ, ( ଓଡିଶା ଟାଇମ୍): ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ଲାଗିଲା ୧୪୪ ଧାରା । ଶୁକ୍ରବାର ମଧ୍ୟରାତ୍ରିରୁ ୨୭ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ସମଗ୍ର ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଜାରି ରହିବ । ଆଇନ ଶୃଙ୍ଖଳା … Read More











