ମମତାଙ୍କ ଉପରେ ଆକ୍ରମଣ ହୋଇନି, ତାହା ଏକ ଦୁର୍ଘଟଣା ଥିଲା: ନିର୍ବାଚନ ଆୟୋଗ

କୋଲକାତା, (ଓଡିଶା ଟାଇମ୍) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ଆକ୍ରମଣକୁ ନେଇ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ସଚିବଙ୍କ ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ନିର୍ବାଚନ … Read More

ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ପୁନେରୁ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୦୦୮ରେ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣାର ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ପ୍ରେସ୍‌ମିଟ୍‌ରେ ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏହି ସୂଚନା ଦେଇଛନ୍ତି। ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ୨୦୦୮ରେ … Read More

କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ୨୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ କରୋନା ସଂକ୍ରମଣ ପୁଣି ୨୫ ହଜାର ଟପିଥିବା ନେଇ ସୂଚନା ମିଳିଛି। ୨୪ ଘଣ୍ଟାରେ ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା … Read More

ମୁଖ୍ୟମନ୍ତ୍ରୀଙ୍କ କରୋନା ବାର୍ତ୍ତା : ’ବିପଦ ଟଳିନି, ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ’

ଭୁବନେଶ୍ବର, (ଓଡିଶା ଟାଇମ୍) :କେତେକ ରାଜ୍ୟରେ କରେନା ସ୍ଥିତି ଏବେ ବିଗିଡବାରେ ଲାଗିଛି । ମହାରାଷ୍ଟ୍ରର କିଛି ଅଞ୍ଚଳରେ ଲକଡାଉନ୍ ପୁଣି ଫେରିଛି । ଲକଡାଉନ୍ ସମୟରେ କଷ୍ଟ ଏବେବି ତାଜା  ଅଛି । ରାଜ୍ୟର ଅର୍ଥନୀତି, ବ୍ୟବସାୟ, ପିଲାଙ୍କ ପାଠପଡା … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୧ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୧୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ : ଜଣେ ଆତଙ୍କୀ ନିହତ

ଶ୍ରୀନଗର, (ଓଡିଶା ଟାଇମ୍) :ଜମ୍ମୁ-କାଶ୍ମୀର ସୋପିଆନରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସେନା ଗୁଳିରେ ଜୈଶର ଟପ୍ କମାଣ୍ଡର ସଜାଦ୍ ଆଫଗାନୀ ଫସିଛି । ଏହି ଅପରେସନରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି । … Read More

ହୋଲ୍ଡିଂ ଟିକସ ନ ଦେଲେ ସିଲ୍‌ ହେବ ଘର: ବିଏମସି

ଭୁବନେଶ୍ବର, (ଓଡିଶା ଟାଇମ୍) :ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌ କରିବାକୁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍ କରାଯିବ ବୋଲି ସୂଚନା … Read More

ମମତା ଆଜି ହ୍ୱିଲ ଚେୟାରରେ କରିବେ ପଦଯାତ୍ରା

କୋଲକାତା, (ଓଡିଶା ଟାଇମ୍) :ତୃଣମୂଳ କଂଗ୍ରେସ ନେତ୍ରୀ ବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ରୂପରେ ସାମ୍ନାକୁ ଆସିବେ । ସେ ରବିବାର ହ୍ୱିଲଚେୟାରରେ ବସି ପଦଯାତ୍ରା କରିବେ । ମମତା … Read More

ସ୍ବାଭିମାନ ଅଞ୍ଚଳରେ ଗୁଳି ବିନିମୟ

ମାଲକାନାଗିରି, (ଓଡିଶା ଟାଇମ୍) :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଗୁଳି ବିନିମୟ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଖବର ଅନୁଯାୟୀ,  ପିପଲାପଦର ଜଙ୍ଗଲରେ ମାଓବାଦୀ … Read More

କଟକ SCB ମେଡିକାଲରେ ଅଗ୍ନିକାଣ୍ଡ

କଟକ, (ଓଡିଶା ଟାଇମ୍) : ଏସସିବି ମେଡିକାଲରେ ଲାଗିଛି ନିଆଁ। କଟକ SCB ଆଞ୍ଚଳିକ ସିଟି ସ୍କାନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ; ସର୍ଟ … Read More