ରାଜ୍ୟ ସରକାରଙ୍କୁ ୧୦୦୦ କୋଟିର ଲାଭାଂଶ ପ୍ରଦାନ କଲା ଓଏମସି
ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡ଼ିଶା ଖଣି ନିଗମ ବା ଓଏମସି ରାଜ୍ୟ ସରକାରଙ୍କୁ ୧୦୦୦ କୋଟି ଟଙ୍କା ପ୍ରଦାନ କରିଛି । କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଧ୍ୟବର୍ତ୍ତିକାଳୀନ ଲାଭାଂଶ ଏହି ଟଙ୍କା ପ୍ରଦାନ କରାଯାଇଛି … Read More











