ବାରିପଦା ପରେ ଭୁବନେଶ୍ଵର ବିଶ୍ଵର ସବୁଠୁ ଉତ୍ତପ୍ତ ସହର, ୪୦ ଉପରେ ରାଜ୍ୟର ୧୮ଟି ଜିଲ୍ଲା
ଭୁବନେଶ୍ବର, (ଓଡିଶା ଟାଇମ୍) :ମାର୍ଚ୍ଚ ମାସ ସରିନଥିବା ବେଳେ ତତଲା କଡେଇରେ ପରିଣତ ହୋଇସାରିଲାଣି ସାରା ରାଜ୍ୟ । ଗତକାଲି ବାରିପଦା ବିଶ୍ଵର ସର୍ବାଧିକ ତାପମାତ୍ରା ସହ ହଟ୍ ଜୋନ୍ରେ ପରିଣତ ହୋଇଥିବା ବେଳେ ଆଜି ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ଵର। … Read More











