ଅକ୍ସିଜେନ୍ ଏବଂ ଔଷଧ ବିତରଣକୁ ନେଇ ସୁପ୍ରିମ୍ କୋର୍ଟଙ୍କ ଆକ୍ସନ, ଗଠନ କଲେ ଟାସ୍କ ଫୋର୍ସ
ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଦେଶରେ ବିଭିନ୍ନ ରାଜ୍ୟଙ୍କୁ ଅକ୍ସିଜେନ୍ ଏବଂ ଆବଶ୍ୟକ ଜରୁରୀ ଔଷଧ ଅଭାବର ସାମ୍ନା କରିବାକୁ ପଡ଼ୁଛି । ସୁପ୍ରିମ୍ କୋର୍ଟ ମଧ୍ୟ ଏଥିପ୍ରତି ଲଗାତାର ନଜର ରଖିଛନ୍ତି । କୋର୍ଟ ଶନିବାର ରାଜ୍ୟ ଗୁଡ଼ିକରେ ଅକ୍ସିଜେନ୍ ଏବଂ ଜରୁରୀ … Read More











