୨ରୁ ୧୮ ବର୍ଷର ପିଲାଙ୍କ ଉପରେ ହେବ ଭାକସିନ୍ର ଟ୍ରାଏଲ୍, ମଞ୍ଜୁରି ପ୍ରଦାନ କଲା ଡିସିଜିଆଇ
ନୂଆଦିଲ୍ଲୀ, (ଓଡିଶା ଟାଇମ୍):କରୋନା ବିରୋଧି ଲଢେଇରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ସରକାର । ଗୁରୁବାର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ ୨ରୁ ୧୮ ବର୍ଷ ବ୍ୟକ୍ତିଙ୍କ ଉପରେ ଟିକା ଟ୍ରାଏଳ ନେଇ ଅନୁମତି ପ୍ରଦାନ … Read More











