ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୨୬୦ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ।  ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ … Read More

ସଂସଦରେ ଓଡ଼ିଶା ଦିବସ ପାଳିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଓଡ଼ିଶା ଦିବସ ଅବସରରେ ସଂସଦର ଉଭୟ ଗୃହରେ ରାଜ୍ୟର ସାଂସଦ ଅନ୍ୟ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ରାଜ୍ୟସଭା ଉପାଧ୍ୟକ୍ଷ ଏବଂ କେରଳର ଜଣେ ସାଂସଦ ମଧ୍ୟ ରାଜ୍ୟର ରାଜ୍ୟସଭା ସାଂସଦ ଏବଂ ରାଜ୍ୟବାସୀଙ୍କୁ ପବିତ୍ର ଓଡ଼ିଶା … Read More

ଜଳୁଛି ଶ୍ରୀଲଙ୍କା, ଜରୁରୀକାଳିନ ସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍):  ସ୍ୱାଧିନତା ପରେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏହାମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ଦେଶରେ ଜରୁରୀକାଳିନ ସ୍ଥିତି ଲାଗୁ କରିଛନ୍ତି । ଦେଶର ସୁରକ୍ଷା ଓ ଆବଶ୍ୟକ ସେବାକୁ ନଜରରେ ରଖି … Read More

ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ

ସୁନ୍ଦରଗଡ଼, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ। ସୁନ୍ଦରଗଡ  ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକ ।ଏହାସାଙ୍ଗେ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ … Read More

୨୪ ଘଣ୍ଟାରେ ବାହାରିଲେ ୪୦ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍):  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୦୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ । ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପାଖପଡୋଶୀ କେହି ପ୍ରତିବାଦର ସ୍ୱର ଉଠାଇ ପାରନ୍ତି । ସକାଳୁ ସକାଳୁ ପାରିବାରିକ ଅସହଯୋଗରୁ ଚିନ୍ତିତ … Read More

ଏପ୍ରିଲ ପହିଲାରୁ ବ୍ଲୁ ଫ୍ଲାଗ ବିଚରେ ରାଜ୍ୟସ୍ତରୀୟ କବାଡି ଚାମ୍ପିଅନ ସିପ୍

ପୁରୀ, (ଓଡିଶା ଟାଇମ୍): ଆସନ୍ତା ୧ ତାରିଖରୁ ପୁରୀ ବ୍ଲୁ ଫ୍ଲାଗ ବିଚରେ ତିନି ଦିନିଆ ରାଜ୍ୟସ୍ତରୀୟ କବାଡି ଚମ୍ପିୟନସିପ-୨୦୨୨ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ ଏବଂ ଓଡିଶା କବାଡି ମହାସଂଘ ମିଳିତ ସହଯୋଗରେ ଏହି ଚମ୍ପିୟାନସିପ ଆୟୋଜନ କରାଯାଉଛି … Read More

ଗୁର୍ଜର ଆନ୍ଦୋଳନର ନେତା କିରୋଡି ସିଂଙ୍କ ନିଧନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜସ୍ଥାନରେ ଗୁର୍ଜର ଆନ୍ଦୋଳନର ନେତା କିରୋଡି ସିଂହ ବୈନସଲାଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା । ସେ ଗୁର୍ଜର ଆନ୍ଦୋଳନର ଏକ ବଡ … Read More

ଦେଶରେ ଆଉ ୧,୨୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଦେଶରେ କମୁଛି କରୋନା ସଂକ୍ରମଣ । ଗତ କିଛି ଦିନ ହେବ ଦେଶରେ ୧୫ ଶହ ତଳେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୨୨୫ ନୂଆ କରୋନା ଆକ୍ରାନ୍ତ … Read More

ମହଙ୍ଗା ମାଡର ପ୍ରତିବାଦ କରିବ କଂଗ୍ରେସ, ରାସ୍ତାକୁ ଓହ୍ଲାଇବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ, (ଓଡିଶା ଟାଇମ୍):  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଦଳ ଗୁରୁବାର ନୂଆଦିଲ୍ଲୀ ସ୍ଥିତ ବିଜୟ ଚୌକରେ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ । କୁହାଯାଉଛି ଯେ, ଏହି ପ୍ରଦର୍ଶନରେ ସାଂସଦ … Read More