ଟିକାକରଣକୁ ନେଇ ବଡ଼ ଘୋଷଣା କଲେ ଜାଭଡେକର, କହିଲେ- ୨୦୨୧ ଶେଷ ସୁଦ୍ଧା ସମସ୍ତେ ନେଇସାରିଥିବେ ଭ୍ୟାକ୍ସିନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନାର ଦ୍ବିତୀୟ ଲହର ଘାତକ ହୋଇଥିବା ବେଳେ ଏବେ ଦେଶରେ ଟିକାକରଣ ଚାଲିଛି। ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଏହା ସହ ବିଦେଶରୁ ଟିକା ଆମଦାନୀ ଉପରେ ଜୋର ଦେଉଛନ୍ତି ସରକାର। … Read More











