ରାସ୍ତାକଡରେ ଜୋରଦାର୍ ବିସ୍ଫୋରଣ, ୧୧ ବସ୍ ଯାତ୍ରୀ ମୃତ
କାବୁଲ, (ଓଡିଶା ଟାଇମ୍): ରାସ୍ତାକଡ଼ରେ ଜୋରଦାର ବିସ୍ଫୋରଣ । ଏହି ବିସ୍ଫୋରଣରେ ଏକ ମିନି ବସ୍ କ୍ଷତିଗ୍ରସ୍ତ ହୋଇଛି । ଯାହାଫଳରେ କି ବସ୍ରେ ଥିବା ପ୍ରାୟ ୧୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ସାମିଲ … Read More











