ଗୋଟିଏ ଡୋଜ୍ରେ ହିଁ ୯୮ ପ୍ରତିଶତ କରୋନା ସଂକ୍ରମଣ ହେବାର ବିପଦ ନାହିଁ, ଅଧ୍ୟୟନରୁ ଖୁଲାସା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସମଗ୍ର ଦେଶରେ ସଂପ୍ରତି କରୋନା ମହାମାରୀକୁ ମାତ୍ ଦେବା ପାଇଁ ଟିକାକରଣ ଅଭିଯାନ ଜୋରଦାର ଚାଲିଛି। ଏହା ମଧ୍ୟରେ ଏକ ଗବେଷଣାରୁ ଖୁଲାସା ହୋଇଛି ଯେ, କରୋନା ଟିକାର ପ୍ରଥମ ଡୋଜ୍ ଲଗାଇଥିବା ବ୍ୟକ୍ତିଙ୍କୁ ୯୮ ପ୍ରତିଶତ … Read More











