ପୁଲିସ–ମାଓବାଦୀ ମଧ୍ୟରେ ଗୁଳିବିନିମୟ ; ୫ ମାଓବାଦୀ ମୃତ
ମାଲକାନାଗିରି, (ଓଡିଶା ଟାଇମ୍): ମାଲକାନଗିରି ସିମାନ୍ତରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୫ ମାଓବାଦୀ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ସ୍ୱାଭିମାନ ଅଂଚଳ ସୀମାନ୍ତ ଆନ୍ଧ୍ର ବିଶାଖାପାଟଣା ଜିଲ୍ଲା କାୟାଉରୁ ଥାନା ମେଟା ଜଙ୍ଗଲରେ ଗ୍ରେ ହାଉଣ୍ଡସ୍ ଯବାନ କୁମ୍ବି ଅପରେସନ କରୁଥିବା … Read More











