ଉତ୍ତର ପୂର୍ବର ୨ଟି ରାଜ୍ୟରେ ଡେଲଟା ଭାରିଆଣ୍ଟ ଆତଙ୍କ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଉତ୍ତର ଭାରତରେ ଆତଙ୍କ ସୃଷ୍ଟି କରିବା ପରେ ଉତ୍ତର ପୂର୍ବର ଦୁଇଟି ରାଜ୍ୟରେ କରୋନା ଭୂତାଣୁର ଡେଲଟା ପ୍ରକାର ଭାରିଆଣ୍ଟ ଚିହ୍ନଟ ହୋଇଛି । ମଣିପୁର ଏବଂ ମିଜୋରାମରେ ପ୍ରଥମ ଥର ପାଇଁ ଡେଲଟା ଭାରିଆଣ୍ଟର ମାମଲା … Read More











