ସାଢେ ୧୧ ଲକ୍ଷ ଲୋକ ଆମ ପରିବାର, ସମସ୍ତେ ମିଳିମିଶି ଭୁବନେଶ୍ୱର ବିକାଶ ପାଇଁ କାମ କରିବୁ- ସୁଲୋଚନା ଦାସ
ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ଏହାପରେ ସେ ମଧ୍ୟ ମେୟର ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି । ବିଏମ୍ସିର ପ୍ରଥମ ମହିଳା ମେୟର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । … Read More











