୫% ସଂକ୍ରମଣ କମ୍ ଥିବା ଜିଲ୍ଲାମାନଙ୍କରେ କୋହଳ ହୋଇପାରେ କଟକଣା : ଡିଏମଇଟି
ଭୁବନେଶ୍ବର, (ଓଡିଶା ଟାଇମ୍) : ଜୁନ୍ ସରିବାକୁ ଆଉ ୨ ଦିନ ବାକି। ଜୁନ୍ ୩୦ ପରେ ରାଜ୍ୟରୁ କରୋନା କଟକଣା ହଟିବ କି ? ଏହାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ। ହେଲେ କରୋନା ସ୍ଥିତିକୁ ନେଇ ଆଶା ଜନକ ଫଳ ଦିଶୁନି। … Read More











