ପୁଣି ବଢ଼ିଲା ଇନ୍ଧନ ଦର: ପେଟ୍ରୋଲ୍ ୩୯ ପଇସା, ଡିଜେଲ୍ ୨୧ ପଇସା ବୃଦ୍ଧି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ତିନିଦିନ ସ୍ଥିର ରହିବା ପରେ ପୁଣି ଆଜି ପେଟ୍ରୋଲ୍-ଡିଜେଲ୍ ଦର ବୃଦ୍ଧି ପାଇଛି । କମ୍ପାନୀମାନେ ଗୁରୁବାର ପୁଣି ଥରେ ଇନ୍ଧନର ଦର ବୃଦ୍ଧି କରିଛନ୍ତି। ପ୍ରତିଲିଟର ପେଟ୍ରୋଲ ୩୧-୩୯ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ … Read More











