ସୋମବାର ୯.୭୫ କୋଟି କୃଷକଙ୍କୁ ମିଳିବ ପିଏମ କିଷାନ ଯୋଜନାର ନବମ କିସ୍ତି
ନୂଆଦିଲ୍ଲୀ, (ଓଡିଶା ଟାଇମ୍):ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ କୃଷକଙ୍କ ଖାତାକୁ ୨୦୦୦ ଟଙ୍କା କିସ୍ତି ଆସିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ କିଷାନ ଯୋଜନାର ନବମ କିସ୍ତି ସୋମବାର ଅର୍ଥାତ ଅଗଷ୍ଟ ୯ରେ ଜାରି କରାଯିବ। ପ୍ରଧାନମନ୍ତ୍ରୀ … Read More











