ରାଜ୍ୟ ଫରେନସିକ୍ ଲ୍ୟାବ୍ର ନୂତନ ଗୃହ କାର୍ଯ୍ୟକ୍ଷମ, ଲୋକର୍ପିତ କଲେ ପୋଲିସ ଡିଜି
ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ବର ରସୁଲଗଡ ସ୍ଥିତ ରାଜ୍ୟ ଫରେନସିକ୍ ଲ୍ୟାବ୍ ର ନୂତନ ଗୃହକୁ ଉଦଘାଟନ କରିଛନ୍ତି ପୋଲିସ ଡିଜି ଅଭୟ । ଏହି ଫୋରେନସିକ୍ ଲ୍ୟାବ୍ ରେ ଉନ୍ନତମାନର ଯନ୍ତ୍ରପାତି ସହ ଅତ୍ୟାଧୁନିକ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା … Read More











