ପୂର୍ବତନ ସିବିଆଇ ନିର୍ଦେଶକ ଊମାଶଙ୍କର ମିଶ୍ରଙ୍କ ପରଲୋକ
ଭୁବନେଶ୍ବର, (ଓଡିଶା ଟାଇମ୍): ପୂର୍ବତନ ସିବିଆଇ ନିର୍ଦେଶକ ଊମାଶଙ୍କର ମିଶ୍ରଙ୍କ ପରଲୋକ ହୋଇଯାଇଛି। ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ୧୯୬୮ ବ୍ୟାଚର ଆଇପିଏସ ଊମାଶଙ୍କର ମିଶ୍ର ଓଡ଼ିଶାର ଏକମାତ୍ର ଆଇପିଏସ ଭାବେ ସିବିଆଇ ନିର୍ଦେଶକ … Read More











