କାଳବୈଶାଖି ଆଣିଲା ଆଶ୍ୱସ୍ତି, ରାଜ୍ୟରେ ଖସିଲା ପାରଦ
ଭୁବନେଶ୍ବର, (ଓଡିଶା ଟାଇମ୍): ଖରା ପ୍ରକୋପରୁ ଟିକିଏ ଆଶ୍ୱସ୍ତି ମିଳିଛି । ରାଜ୍ୟ ତମାମ ଖସିଛି ପାରଦ । ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବହୁ ମାତ୍ରାରେ କମିଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ କମିଛି । ଦିନେ ୨ଦିନ ରାଜ୍ୟର ବିଭିନ୍ନ … Read More











