ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲା, ୪ ଅଭିଯୁକ୍ତ କୋର୍ଟ ଚାଲାଣ
ଚାନ୍ଦିପୁର, (ଓଡିଶା ଟାଇମ୍): ଚାନ୍ଦିପୁର ITRରୁ ତଥ୍ୟ ଲିକ୍ ମାମଲା । ଏହି ଘଟଣାରେ ଗିରଫ ହୋଇଥିବା ୪ଜଣଙ୍କ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI୪କୁ ତଥ୍ୟ ଦେଉଥିବା ଅଭିଯୋଗରେ ମଙ୍ଗଳବାର ସମସ୍ତଙ୍କୁ … Read More











