ଗୋଡିବାରିରେ ଆଖିବୁଜିଲା ହାତୀ ‘ନନ୍ଦ’,

ଭୁବନେଶ୍ୱର,(ଓଡ଼ିଶା ଟାଇମ୍):ଆଖିବୁଜିଲା ନନ୍ଦ । ଭୁବନେଶ୍ୱର ଉପକଣ୍ଠ  ଚନ୍ଦକା ଗୋଡିବାରୀରେ ଥିବା ପୋଷା ହାତୀ ନନ୍ଦର ମୃତ୍ୟୁ ହୋଇଛି। ରବିବାର ଠାରୁ ହାତୀଟି ଅସୁସ୍ଥ ଥିଲା। ଲଗାତର ଭାବେ ଚିକିତ୍ସା ଚାଲିଥିଲା । ଖବର ଅନୁଯାୟୀ, ୨୦ ଦିନ ତଳେ ହାତୀଟି … Read More

ନ୍ୟୁୟର୍କରେ ଗୁଳିକାଣ୍ଡ, ୧୦ ଜଣଙ୍କୁ ହତ୍ୟା କଲା ଆତତାୟୀ

ନୂଆଦିଲ୍ଲୀ,(ଓଡ଼ିଶା ଟାଇମ୍):ଆମେରିକାରେ ଭୟଙ୍କର ଗୁଳିକାଣ୍ଡ । ନ୍ୟୁୟର୍କର ଏକ ସୁପର ମାର୍କେଟରେ ଶନିବାର ରାତିରେ ଗୁଳିକାଣ୍ଡ ଘଟିଛି । ଏଥିରେ ୧୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ … Read More

ପରିବେଶ ସୁରକ୍ଷା ନିମନ୍ତେ ବିକାଶକୁ ନିୟନ୍ତ୍ରିତ କରିବା ଜରୁରୀ : ଜଷ୍ଟିସ୍ ସ୍ଥାଲେକର

ଭୁବନେଶ୍ୱର ,(ଓଡ଼ିଶା ଟାଇମ୍):ପରିବେଶ ଜନିତ ଦୁର୍ଦ୍ଦଶା ଏବଂ ପ୍ରଦୂଷଣ ବୃଦ୍ଧି ଯୋଗୁଁ ପୃଥିବୀର ତାପମାତ୍ରା ୨୦୨୫ ବେଳକୁ ଅଧିକ ୧.୫ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ଏଭଳି ପରିସ୍ଥିତିରୁ ପରିବେଶକୁ ସୁରକ୍ଷା ରଖିବା ନିମନ୍ତେ ସମସ୍ତ ପ୍ରକାର … Read More

ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ

ତ୍ରିପୁରା,(ଓଡ଼ିଶା ଟାଇମ୍):ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଶନିବାର ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିପ୍ଳବ ଦେବ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏବେ ବିଧାୟକ ଦଳ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ତାର … Read More

ଭିଜିଲାନ୍ସରେ ମାହାଙ୍ଗା ଆଇଆଇସି ହାଜର

ମାହାଙ୍ଗା,(ଓଡ଼ିଶା ଟାଇମ୍): ଭୁବନେଶ୍ୱର ଭିଜିଲାନ୍ସ ଡିଭିଜିନ କାର୍ୟ୍ୟାଳୟରେ ହାଜର ହେଲେ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି । ରାୟଗଡ଼ା ଅବକାରୀ ବିଭାଗ ଅଧିକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର ରଞ୍ଜନ ମହାନ୍ତି । ତେବେ ଭିଜିଲାନ୍ସରେ ହାଜର ହେବା … Read More

ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ,(ଓଡ଼ିଶା ଟାଇମ୍): ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ନିଜର ପୈତୃକ ଗାଁ କଣିହାଁ ନାଲମକୁ ଯାଇଛନ୍ତି । ସେଠାରେ ନିଜର ସପରିବାର ଏବଂ ଗାଁଲୋକଙ୍କ ସହ … Read More

ଛତିଶଗଡ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ସିଏଏଫ ଯବାନ ଆହତ

ମାଲକାନିରି,(ଓଡ଼ିଶା ଟାଇମ୍):ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲେଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଜଣ ସି.ଏ.ଏଫ ଜବାନ ଆହତ । ଆହତ ଜବାନଙ୍କୁ ବାୟୁ ସେନାର ହେଲିକେପ୍ଟର ଯୋଗେ ଦନ୍ତେୱାଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିଜାପୁର ଜିଲ୍ଲା ନେଲସାର … Read More

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ ୨୬ରୁ ଜୁନ୍‌ ୨ ମଧ୍ୟରେ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍):ରାଜ୍ୟସଭା ଉପନିର୍ବାଚନ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବ । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ … Read More

ସୋଆରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ; ସିଏସ୍‌ଇ ଗ୍ରୁପ୍ ଚାମ୍ପିଅନ, ଆଇଏମ୍‌ଏସ୍ ରନର୍ସଅପ୍‌

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଛି।  ଏଥିରେ ଆଇଟିଇଆର୍‌ର ଡିପାର୍ଟମେଣ୍ଟ ଅଫ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଗ୍ରୁପ୍ ଚାମ୍ପିଅନ ହୋଇଥିବା ବେଳେ ଆଇଏମ୍‌ଏସ୍ ରନର୍ସ ଅପ୍ ହୋଇଛି। ଏହି ଉଦଯାପନୀ ଉତ୍ସବରେ ରାଜ୍ୟ … Read More

ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୯ ପଜିଟିଭ୍

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୭୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More