ଜମ୍ମୁ କାଶ୍ମୀରର ଉରି ସେକ୍ଟରରେ ବଡଧରଣର ଅନୁପ୍ରବେଶ ଉଦ୍ୟମ
ଶ୍ରୀନଗର, (ଓଡିଶା ଟାଇମ୍): ଜମ୍ମୁ କାଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ପଟୁ ବଡଧରଣର ଅନୁପ୍ରବେଶ ଉଦ୍ୟମ ହୋଇଛି। ରବିବାର ବିଳମ୍ବିତ ରାତିରେ ଏଭଳି ଉଦ୍ୟମ କରାଯାଇଥିବା ଜଣାଯାଇଛି। ଛଅଜଣ ସଶସ୍ତ୍ର ଆତଙ୍କବାଦୀ ଉରି ସେକ୍ଟର ଦେଇ କାଶ୍ମୀର ଉପତ୍ୟକାକୁ ପ୍ରବେଶ କରିଥିବା … Read More











