ୟୁପିଏସସି ୨୦୨୦ ପରୀକ୍ଷାଫଳ, ଶୁଭମ ହେଲେ ଟପ୍ପର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରକାଶ ପାଇଛି ୟୁପିଏସସି ୨୦୨୦ ପରୀକ୍ଷା ଫଳ। ବିହାର କାଟିହରର ଶୁଭମ କୁମାର ହୋଇଛନ୍ତି ଟପ୍ପର। ଇଂଜିନିଅରରୁ ସେ ବନିଛନ୍ତି ଆଇଏଏସ୍। ଜାଗୃତି ଅୱସ୍ତି ଏବଂ ଅଙ୍କିତା ଜୈନ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। … Read More











