ଆଜି ଭାରତ ବନ୍ଦ, ଦିଲ୍ଲୀ-ମିରଟ ହାଇୱେରେ ଟ୍ରାଫିକ୍ ଜାମ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ରର କୃଷି ଆଇନ ବିରୋଧରେ ଦୀର୍ଘ ୧୧ମାସ ହେଲା ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପୁଣି ଥରେ ଆକ୍ସନ ମୋଡକୁ ଚାଲି ଆସିଛି। ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ଡାକରା … Read More











