ଆଜିଠୁ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ପୂଜାବିଧି ଆରମ୍ଭ
ଯାଜପୁର, (ଓଡିଶା ଟାଇମ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ପୂଜା ଉତ୍ସବ ଆଜିଠୁ ଆରମ୍ଭ ହୋଇଛି । ବ୍ରହ୍ମାକୁଣ୍ଡରେ ଘଟ ପୂଜା ପରେ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଆଜିଠାରୁ ମା ବିରଜାଙ୍କ ପୀଠରେ ଷୋହଳ କଳସ … Read More











