ଆଉ ନାହାଁନ୍ତି ରାମାୟଣର ରାବଣ

ମୁମ୍ବାଇ, (ଓଡିଶା ଟାଇମ୍): ନିକଟରେ ଟିଭି ଶୋ ‘ତାରକ ମେହେତା କା ଉଲଟା ଚଶମା’ର ନଟୁ କାକା ଭୂମିକାରେ ଅଭିନୟ କରିଥିବା ଅଭିନେତା ଘନଶ୍ୟାମ ନାୟକଙ୍କ ଦେହାନ୍ତ ହୋଇଥିଲା। ବର୍ତ୍ତମାନ ମନୋରଞ୍ଜନ ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। … Read More

ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ସମୀକ୍ଷା, ଲୋକଙ୍କ ଠାରୁ ନିୟମିତ ଫିଡ୍‌ବ୍ୟାକ୍‌ ଗ୍ରହଣ କରିବାକୁ ପରାମର୍ଶ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ମୋ ସରକାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ଷେତ୍ରରେ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସବୁ ସରକାରଙ୍କ ଲକ୍ଷ୍ୟ ହେଉଛି … Read More

ଆଜି ପବିତ୍ର ମହାଳୟା, ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ, (ଓଡିଶା ଟାଇମ୍): ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏନେଇ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛି। କେବଳ ଆଜି ନୁହେଁ ଚଳିତ … Read More

ୟୁପି ସୀତାପୁରରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ

ଉତ୍ତରପ୍ରଦେଶ, (ଓଡିଶା ଟାଇମ୍): ୟୁପି ସୀତାପୁରରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଗିରଫ । କଂଗ୍ରେସର ମହାସିଚବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଲାଗିଛି ସଂଗୀନ ମାମଲା । ଲକ୍ଷ୍ମୀପୁର ନିକଟ ହରଗାଓଁରେ ଗିରଫ ପୋଲିସ ହେପାଜତରେ ଥିଲେ । ସେବେଠାରୁ … Read More

ପିପିଲିର ନୂଆ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଶପଥ ପାଠ କରାଇଲେ ବାଚସ୍ପତି

ଭୁବନେଶ୍ବର, (ଓଡିଶା ଟାଇମ୍): ଶପଥ ନେଲେ ରୁଦ୍ର ମହାରଥୀ । ପିପିଲି ବିଧାୟକ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ମହାରଥୀ । ବିଧାନସଭାରେ ଶପଥପାଠ କରାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଖବର ଅନୁଯାୟୀ, ବିଧାୟକ ପ୍ରଦୀପ ମହାରଥୀଙ୍କ … Read More

ଦୁର୍ନୀତିଗ୍ରସ୍ତଙ୍କ ଚାକିରୀ ଗଲା : ଆଉ ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର, (ଓଡିଶା ଟାଇମ୍): ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ଆଉ ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର … Read More

ଫେସବୁକ୍-ହ୍ୱାଟସ୍ଆପ୍,ଇନଷ୍ଟାଗ୍ରାମ ଡାଉନ୍ ହେତୁ କ୍ଷତି ସହିଲେ ଜୁକରବର୍ଗ, ଗୋଟିଏ ଦିନରେ ୫୨ କୋଟି ହରାଇଲେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦୀର୍ଘ ୬ ଘଣ୍ଟା ଧରି ତିନିଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ହଠାତ୍ ଡାଉନ ହୋଇଯିବାରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକମାନେ ଏହି ୩ ସୋସିଆଲ ମିଡିଆ ଆପ୍ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏହା … Read More

ରେଭ୍‌ ପାର୍ଟି ମାମଲା: ଗିରଫ ହେଲେ ଆଉ ୨ ସନ୍ଦିଗ୍ଧ

ମୁମ୍ବାଇ, (ଓଡିଶା ଟାଇମ୍): ଏନ୍‌ସିବି ହାତରେ ଧରାପଡିଲେ ଆଉ ୨ ସନ୍ଦିଗ୍ଧ। ମୁମ୍ବାଇର ଜାହାଜ ଭିତରେ ରେଭ୍‌ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଉ ୨ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ମାଲାରେ ଗିରଫ … Read More

ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ କଡ଼ା ତାଗିଦ୍‌, ୮ ପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର, (ଓଡିଶା ଟାଇମ୍): ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ତାଗିଦ । ଅକ୍ଟୋବର ୮ରେ ନିଯୁକ୍ତି ହୋଇଥିବା ସ୍କୁଲରେ କାର୍ଯ୍ୟରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଦ୍ୟାଳୟ … Read More