ସୋଆ ସଂସ୍ଥାପକଙ୍କୁ ସିଏସ୍ଆର ଶ୍ରେଷ୍ଠତା ପୁରସ୍କାର, ସୋଆକୁ ମଧ୍ୟ ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସିଏସ୍ଆର ମାନ୍ୟତା
ଭୁବନେଶ୍ୱର,(ଓଡ଼ିଶା ଟାଇମ୍):ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସଂସ୍ଥାପକ ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ-CSR ମ୍ୟାଗାଜିନ ତରଫରୁ ଚଳିତ ବର୍ଷର ଶ୍ରେଷ୍ଠତା ପୁରସ୍କାର ପ୍ରଦାନ କରାଯାଇଛି।ଏହାଛଡ଼ା ସୋଆ ମଧ୍ୟ ଚଳିତ ବର୍ଷ … Read More











