ଆଜି ମହାସପ୍ତମୀ, ମା’ଙ୍କୁ ମିଳିବ ଚକ୍ଷୁ ଦାନ
କଟକ, (ଓଡିଶା ଟାଇମ୍): ଆଜି ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମା’ଙ୍କୁ ବିଲ୍ୱବରଣ କରାଯାଇ ପାଛୋଟି ଅଣାଯାଇଥିଲା । ଆଜି ସପ୍ତମୀ ପୂଜା ଥିବାରୁ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି … Read More











