ଲଖିମପୁର ହିଂସା ପ୍ରତିବାଦରେ କୃଷକଙ୍କ ଦେଶବ୍ୟାପୀ ପ୍ରତିବାଦ

ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ହିଂସାକାଣ୍ଡ ପ୍ରତିବାଦରେ ସୋମବାର ଦିନ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସମଗ୍ର ଦେଶରେ ପ୍ରତିବାଦ କରାଯାଉଛି । କୃଷକମାନେ ବିଭିନ୍ନ ସ୍ଥାନରେ ରେଳରୋକ ଆନ୍ଦୋଳନ କରିଥିବାବେଳେ ସେମାନଙ୍କର ପ୍ରତିବାଦସ୍ଥଳଗୁଡିକରେ ବ୍ୟାପକ ସୁରକ୍ଷା … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍

ନୁଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏହା … Read More

ସୁରଟ ପ୍ୟାକେଜିଂ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ; ୨ ମୃତ, ୧୨୫ ଉଦ୍ଧାର

ଗୁଜୁରାଟ,(ଓଡିଶା ଟାଇମ୍): ପ୍ୟାକେଜିଂ କାରଖାନାରେ ସୋମବାର ସକାଳେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅଗ୍ନିଶମ ବାହିନୀ ଉକ୍ତ କୋଠା ମଧ୍ୟରୁ ୧୨୫ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି । ନିଆଁଲିଭା କାମରେ ୧୦ରୁ … Read More

୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ୭ଟି ଜିଲ୍ଲା ପାଇଁ ୟେଲୋ … Read More

କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୩୪୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୯୦ ବୃଦ୍ଧି ପାଇଛି । ଏନେଇ … Read More

୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୫୪୧୭ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୯ … Read More

କେରଳରେ ବର୍ଷା ବିତ୍ପାତ : ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ତିରୁଅନନ୍ତପୁରମ୍,(ଓଡିଶା ଟାଇମ୍): କେରଳରେ ବର୍ଷା ବିତ୍ପାତ ଜାରି ରହିଛି । ବର୍ଷା ଜନିତ ଅଘଟଣରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ରାଜ୍ୟର ଇଡୁକି ଜିଲ୍ଲାର କୋକୟା ଠାରେ ଗତକାଲି ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ୪ ରୁ ୮ … Read More

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା

ଶ୍ରୀନଗର, ଓଡିଶା ଟାଇମ୍): ଜାମ୍ମ କାଶ୍ମୀରରେ ସେନାକୁ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଇଚାଲିଚନ୍ତି ଆତଙ୍କବାଦୀ । ଭାରତୀୟ ସେନାକୁ ଖାତିର ନକରି ହତ୍ୟା ପରେ ହତ୍ୟା କରିଚାଲିଛନ୍ତି । ରବିବାର ପୁଣି ଥରେ ୨ ଜଣ ଅଣ କାଶ୍ମୀରୀଙ୍କୁ ଅତି … Read More

୫ ଦିନିଆ ଇସ୍ରାଏଲ୍‍ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର

ନୁଆଦିଲ୍ଲୀ, (ଓଡିଶା ଟାଇମ୍): ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆଜିଠାରୁ ୫ ଦିନିଆ ଇସ୍ରାଏଲ୍‍ ଗସ୍ତରେ ଯାଉଛନ୍ତି। ଇସ୍ରାଏଲ୍‍ର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରୀ ୟାଇର୍‍ ଲାପିଡ୍‍ଙ୍କ ନିମନ୍ତ୍ରଣ କ୍ରମେ ସେ ଇସ୍ରାଏଲ୍‍ ଗସ୍ତରେ ଯାଉଛନ୍ତି। ବୈଦେଶିକ ମନ୍ତ୍ରୀ ହେବା … Read More

ଫିଲପାଇନ୍ସରେ ବଢୁଛି ସାମୁଦ୍ରିକ ବାତ୍ୟା ‘କୋମ୍ପାସୁ’ ମୃତ୍ୟୁ ସଂଖ୍ୟା

ମାନିଲା,( ଓଡିଶା  ଟାଇମ୍): ଫିଲପାଇନ୍ସ ସରକାର ଘୂର୍ଣ୍ଣିବାତ୍ୟା କୋମ୍ପାସୁ ଯୋଗୁ ଅନୁନ୍ୟ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ପୁଷ୍ଟି କରିଛନ୍ତି। ଏବେବି ୧୬ ଜଣ ନିଖୋଜ ଅଛନ୍ତି। ଏଣୁ ହୁଏତ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ତେବେ … Read More