୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୪୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୦୨୩୦ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୭ … Read More

ତୁଟୁନି ଆର୍ଯ୍ୟନ୍‌ଙ୍କ ଅଡୁଆ, ଆଜି ବମ୍ବେ ହାଇକୋର୍ଟରେ ହେବ ପୁଣି ଶୁଣାଣି

ମୁମ୍ବାଇ, (ଓଡିଶା ଟାଇମ୍): ଆର୍ଯ୍ୟନ ଖାନଙ୍କୁ କେବେ ମିଳିବ ବେଲ୍। ଜାମିନ ପାଇଁ ଦୁଇ ଦିନ ଶୁଣାଣି ପରେ ବି ଆର୍ଯ୍ୟନଙ୍କୁ ମିଳିନି ଜାମିନି। ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ହେବ ଶୁଣାଣି । ଆର୍ଯ୍ୟନଙ୍କ ପକ୍ଷ ରଖୁଛନ୍ତି ବରିଷ୍ଠ … Read More

ଖେଳରତ୍ନ ପୁରସ୍କାର ପାଇଁ ପ୍ରମୋଦ ମନୋନୀତ

ଭୁବନେଶ୍ବର, (ଓଡିଶା ଟାଇମ୍): ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ରାଜ୍ୟବାସୀଙ୍କ ପାଇଁ ଆଣିଛନ୍ତି ଆଉ ଏକ ବଡ଼ ଖୁସି ଖବର। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ‘ଖେଳ ରତ୍ନ’ ପୁରସ୍କାର … Read More

ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସକାଳେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ପାରାଦୀପଏବଂ ତାଳଚେର ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି। ପାରାଦୀପରୁ ପ୍ରହ୍ଲାଦ ଯୋଶୀ ତାଳଚେରରେ କୋଲ୍ ଫିଲଡସ … Read More

ବାନ୍ଦିପୋରାରେ ଗ୍ରେନେଡ ଆଟାକ୍: ଭାଙ୍ଗିଲା ଗାଡିର କାଚ, ୬ ସାଧାରଣ ନାଗରିକ ଆହତ

ଶ୍ରୀନଗର, (ଓଡିଶା ଟାଇମ୍): ମଙ୍ଗଳବାର ଜାମ୍ମୁ କାଶ୍ମୀରର ବାନ୍ଦିପୋରାରେ ଗ୍ରେନେଡ ଆକ୍ରମଣ । ଏଠାରେ ଅତି କମରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଏହି ବିଷୟରେ ଜାଣିଥିବା ଲୋକେ କହିଛନ୍ତି ଯେ ବାନ୍ଦିପୋରାର ସୁମ୍ବଲ ପୁଲ ଅଞ୍ଚଳରେ … Read More

ଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ; ୪ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ଏକ ତିନି ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ଖବର ମିଳିଛି। ତେବେ … Read More

ଦେଶରେ ୧୨,୪୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୫୬ ମୃତ

ନୂଆଦିଲ୍ଲୀ,  (ଓଡିଶା ଟାଇମ୍): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୪୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୩୫୬ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରେ କେରଳରେ କେବଳ ୬୬୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ … Read More

ନକଲି ଆର୍‌ଟିଓ ଗିରଫ, ମିଛ କହି ଲୁଟୁଥିଲେ ଟଙ୍କା

ବରଗଡ଼, (ଓଡିଶା ଟାଇମ୍): ନିଜକୁ ଆରଟିଓ ଅଧିକାରୀ ବୋଲି ପରିଚୟ ଦେଉଥିଲେ।  ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍ ଓ ଅନ୍ୟ ଗାଡ଼ିକୁ ଅଟକାଇ ଟଙ୍କା ଆଦାୟ କରୁଥିଲେ। କିନ୍ତୁ ଶେଷରେ ତାଙ୍କୁ ଗିରଫ କରିଛି ପୁଲିସ୍‌। ଘଟଣାଟି ବରଗଡ଼ ଜିଲ୍ଲାର। ଗିରଫ … Read More

କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୪୩୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୬ ବୃଦ୍ଧି ପାଇଛି । … Read More

୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୪୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୯୨୬୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨ … Read More