ଧାମରାରେ ବିଜେପି ପକ୍ଷରୁ ୬ଘଣ୍ଟିଆ ଶାନ୍ତିପୂର୍ଣ ବନ୍ଦ ପାଳନ

ଧାମରା, (ଓଡିଶା ଟାଇମ୍): ବିଜେପି ଡାକରାରେ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଭଦ୍ରକ ଜିଲ୍ଲା ବନ୍ଦକୁ ସଫଳ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ ଏବଂ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିବା ପ୍ରତିବାଦରେ ଧାମରା ଠାରେ ମା … Read More

ଆରପାରିରେ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ୟୁସୁଫ୍ ହୁସେନ୍

ମୁମ୍ବାଇ, (ଓଡିଶା ଟାଇମ୍):ବଲିଉଡ ଚଳଚ୍ଚିତ୍ରରେ ସପୋର୍ଟିଂ ଭୂମିକାରେ ଅଭିନୟ କରିଥିବା ତଥା ଅନେକ ଟିଭି ଜଣାଶୁଣା ଚେହେରା ବା ଭେଟେରାନ୍ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ ପରଲୋକ।  ଗତ କାଲି ତାଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା … Read More

କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୩୭୪ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୨୯ ବୃଦ୍ଧି ପାଇଛି … Read More

୨୪ ଘଣ୍ଟାରେ ବାହାରିଲେ ୩୭୪ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୦୯୬୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୮ … Read More

ଆଜି ୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ, ଗାଡ଼ି ଚଳାଚଳ ସବୁ ଠପ୍‌

ଜଗତସିଂହପୁର,(ଓଡିଶା ଟାଇମ୍) : ଥମୁନି ମମିତା ହତ୍ୟା ତାତି । ବିଭିନ୍ନ ଜିଲ୍ଲାରେ ଆଜି ବି ବନ୍ଦ ପାଳନ କରିଛି ବିଜେପି । ଏହିପ୍ରରିପେକ୍ଷୀରେ ଆଜି ୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ବନ୍ଦ … Read More

ଡାକ୍ତର ରମାରମଣ ମହାନ୍ତି ହେଲେ ନୂଆ ଡିଏମଇଟି

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶା ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି) ହୋଇଛନ୍ତି ପ୍ରଫେସର ଡାକ୍ତର ରମା ରମଣ ମହାନ୍ତି । ଡାକ୍ତର ମହାନ୍ତି ଏବେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଡିନ୍‌ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ସୁଯୋଗର ଉପଯୋଗ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ ସହାୟତା ପାଇ କାର୍ଯ୍ୟ ହାସଲ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ । ଚାଷୀ- କୀଟ ନାଶକର ସଠିକ୍ ସମୟରେ … Read More

ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାରରେ ବାଇକ୍‌ରେ ପ୍ରବେଶ କଲେ ପୋଲିସ ବାବୁ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ପୁରୀ, (ଓଡିଶା ଟାଇମ୍): ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ମନ୍ଦିର ଭିତରେ ପଶୁଛି ପୁଲିସବାବୁଙ୍କ ବାଇକ୍‌। ଯାହାର ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ତେବେ ଏହି ଘଟଣା କେବେ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସେପଟେ ଏନେଇ ପୁରୀ ପୁଲିସ୍‌ ପକ୍ଷରୁ … Read More

ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ SRC : ହାଇକୋର୍ଟ

କଟକ,(ଓଡିଶା ଟାଇମ୍): ଦୀପାବଳିରେ ଗ୍ରୀନ୍ କ୍ରାକର ବା ସବୁଜ ବାଣ ବିକ୍ରି ହୋଇପାରିବକୁ ନାହିଁ ସେ ନେଇ ନିଷ୍ପତ୍ତି ନେବେ ସ୍ବତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ … Read More

ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି

ଚେନ୍ନାଇ, (ଓଡିଶା ଟାଇମ୍): ପ୍ରଖ୍ୟାତ ଅଭିନେତା ତଥା ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଥିବା ରଜନୀକାନ୍ତ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଆଡମିଟ କରାଯାଇଛି। ହଠାତ୍‌ ରାଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ସମସ୍ତେ … Read More