ବାଣ ଫୁଟାଇବାକୁ ନେଇ ଆସିଲା ଗାଇଡ୍ଲାଇନ୍, ରାତି ୮ରୁ ୧୦ ଭିତରେ ଫୁଟାଇବାକୁ ନିର୍ଦ୍ଦେଶ
ଭୁବନେଶ୍ବର, (ଓଡିଶା ଟାଇମ୍): ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଛଟ୍ ପୂଜା ପାଇଁ ବାଣ ଫୁଟାଇବା ନେଇ ଗାଇଡ୍ଲାଇନ୍ ଜାରି କରିଛନ୍ତି ସରକାର । ଗ୍ରୀନ୍ କ୍ରାକର ଫୁଟାଇବା ପାଇଁ ଅନୁମତି ରହିଥିବା ବେଳେ PESO ସାର୍ଟିଫିକେଟ୍ ଥିଲେ ବ୍ୟବସାୟୀ ବାଣ … Read More











