କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,BSKY ସ୍ମାର୍ଟକାର୍ଡ ବାଣ୍ଟିବେ ନବୀନ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। କନ୍ଧମାଳ ଜିଲ୍ଲାରେ BSKY ସ୍ମାର୍ଟକାର୍ଡ ବଣ୍ଟନ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୂର୍ବାହ୍ନ ୧୧ଟାରେ ହେଲିକପ୍ଟର ଯୋଗେଁ ଫୁଲବାଣୀ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରେ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ନିଜର ଅଧ୍ୟବସାୟ ବଳରେ କର୍ମକ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ହେବ । ନୂତନ ଯୋଜନା କାର୍ଯ୍ୟକାରୀ ହେବ । ସାହିତ୍ୟ,କଳା, ସଂସ୍କୃତି,ସଂଗୀତ କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ … Read More

ଗ୍ୟାସ ଦର ବୃଦ୍ଧିରେ ସାରା ରାଜ୍ୟରେ ବିଜେଡିର ଆନ୍ଦୋଳନ କରିବ

ଭୁବନେଶ୍ବର, (ଓଡିଶା ଟାଇମ୍): ଗ୍ୟାସ ଦର ସାଢ଼େ ୩ ବର୍ଷରେ ୭୦ ପ୍ରତିଶତ ବଢ଼ିଛି। ଅହେତୁକ ଦର ବୃଦ୍ଧି ଦାରିଦ୍ର୍ୟ ସୀମାରେଖା ତଳର ବ୍ୟକ୍ତିଙ୍କୁ ଅତିଷ୍ଠ କଲାଣି। ଉଜ୍ଜ୍ୱଳା ଯୋଜନାରେରେ ମହିଳା ରିଫିଲିଂ କରି ନପାରି ସମସ୍ୟା ଭୋଗୁଛନ୍ତି। ଏହା ବିରୋଧରେ … Read More

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ହିତାଧିକାରୀଙ୍କୁ ଆଉ ୮ମାସ ଚାଉଳ ଦେବାକୁ ଅନୁରୋଧ

ଭୁବନେଶ୍ବର, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀଙ୍କୁ ଚିଠି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଚିଠି । ହିତାଧିକାରୀଙ୍କୁ ଆଉ ୮ମାସ ପାଇଁ ଚାଉଳ ଦେବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଚିଠିରେ ଆହୁରୀ ମଧ୍ୟ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୦ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ … Read More

କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୨୦୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୩ ବୃଦ୍ଧି ପାଇଛି … Read More

୨୪ ଘଣ୍ଟାରେ ବାହାରିଲେ ୨୦୫ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ମନରେ ଉଦ୍‌ବେଗ ଜାତ ହୋଇପାରେ । ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳି ଓ ଶତ୍ରୁଜୟୀ ହେବେ । ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ଶାନ୍ତି ମିଳିବ । … Read More

ସମ୍ ଶିଶୁଶଲ୍ୟ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ସପ୍ତାହ ପାଳିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଶିଶୁମାନେ କିଭଳି ସୁରକ୍ଷିତ ରହିବେ ସେ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇଛନ୍ତି ସମ୍‌ ଡାକ୍ତର । ଘରେ, ସ୍କୁଲ୍‌ରେ ଓ ରାସ୍ତାରେ ସେମାନଙ୍କ ସହିତ ଯେଭଳି କୌଣସି ଅଘଟଣ ନ ଘଟେ ସେ ନେଇ ଉଭୟ … Read More

ଦିଲ୍ଲୀରେ ଜବତ ହେଲା ୪୨ କୋଟି ଟଙ୍କା ମୂଲ୍ୟର ୮୫ କିଲୋ ସୁନା, ୪ ଗିରଫ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): : ରାଜସ୍ୱ ଗୁଇନ୍ଦା ବିଭାଗ (ଡିଆରଆି) ଅଧିକାରୀମାନେ ରାଜଧାନୀ ଦିଲ୍ଲୀରେ ଚୋରାରେ ଚାଲାଣ କରାଯାଉଥିବା ୮୫.୫ କିଲୋଗ୍ରାମ ଓଜନର ସୁନା ଜବତ କରିଛନ୍ତି । ଏହାର ମୂଲ୍ୟ ପ୍ରାୟ ୪୨ କୋଟି ଟଙ୍କା ହେବ ବୋଲି ଜଣାଯାଇଛି … Read More