କର୍ଣ୍ଣାଟକ ମେଡିକାଲ କଲେଜର ୬୬ ଡାକ୍ତରୀ ଛାତ୍ର କରୋନା ସଂକ୍ରମିତ
ବେଙ୍ଗାଲୁରୁ, (ଓଡିଶା ଟାଇମ୍): କର୍ଣ୍ଣାଟକର ଧାରୱାଡ ଅଞ୍ଚଳରେ ଥିବା ଏକ ମେଡିକାଲ କଲେଜର ୬୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଏତେ ସଂଖ୍ୟାରେ ଡାକ୍ତରୀ ଛାତ୍ର ଏକ ସମୟରେ କରୋନା ସଂକ୍ରମିତ ହେବା ଘଟଣା … Read More











