୨୪ ଘଂଟାରେ ଦେଶରେ ୮୭୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୬୨୧ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୮ ହଜାର ୭୭୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩ କୋଟି ୪୫ ଲକ୍ଷ ୭୨ … Read More

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୧୯୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି … Read More

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୮୬୮୩ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୧୧୨ … Read More

ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ

ରାଜକୋଟ, (ଓଡିଶା ଟାଇମ୍): ମଝି ସମୁଦ୍ରରେ ଦୁର୍ଘଟଣା । ଗୁଜରାଟର ଓଖା ଉପକୂଳ ଠାରୁ ୧୨ ନଟିକାଲ ମାଇଲ ସମୁଦ୍ର ଭିତରେ ଗତକାଲି ରାତିରେ ଦୁଇଟି ପଣ୍ୟବାହୀ ଜାହାଜ ମଧ୍ୟରେ ଧକ୍କା ଲାଗିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ … Read More

ଜୁନାନିବାହାଲ ଜଙ୍ଗଲରେ ଏନ୍‌କାଉଣ୍ଟର, ଜଣେ ନକ୍ସଲ ନିହତ

ବଲାଙ୍ଗିର, (ଓଡିଶା ଟାଇମ୍): ବଲାଙ୍ଗିର ପୋଲିସର ଅପରେସନ୍ ରେ ଜଣେ ନକ୍ସଲ ମୃତ । ବଲାଙ୍ଗିର ପୋଲିସର ଡି.ଭି.ଏଫ୍. ଟିମ୍ ଜୁନାନିବାହାଲ ଜଙ୍ଗଲରେ ଅପରେସନ୍ କରୁଥିବା ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲା । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି … Read More

ବେଙ୍ଗାଲୁରୁ ପାଟନାକୁ ଯାଉଥିବା ବିମାନର ଜରୁରୀକାଳୀନ ଅବତରଣ ; ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବେଙ୍ଗାଲୁରୁରୁ ୧୩୯ ଜଣ ଯାତ୍ରୀଙ୍କୁ ନେଇ ପାଟନା ଯାଉଥିବା ଗୋଫାଷ୍ଟ ବିମାନ ହଠାତ୍‌ ନାଗପୁରରେ ଜରୁରୀ ଅବତରଣ କରିଛି। ବିମାନଟି ମଝି ଆକାଶରେ ଥିବା ବେଳେ କକପିଟ୍‌ ଯୋଗେ ଇଞ୍ଜିନରେ ତ୍ରୁଟି ଥିବା ସିଗ୍ନାଲ ମିଳିଥିଲା। ଏହି … Read More

ବାଲୁଗାଁ ପିକ୍ ନିକ୍ ଗାଡି ଦୁର୍ଘଟଣା ; ମୃତ ଛାତ୍ରଙ୍କ ଆତ୍ମୀୟଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଟାଙ୍ଗୀ ବେଲପଡ଼ା ଛକରେ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା ଘଟଣା । ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିବା ସହିତ ଆହତଙ୍କ ଆଶୁ … Read More

ନୂଆ ଭାରିଏଣ୍ଟ ମିଳିଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନା ଭାଇରସ୍ ର ନୂଆ ଭାରିଏଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଯେଉଁ ଦେଶରେ ନୂଆ ଭାରିଏଣ୍ଟ ବିପଦ ସୃଷ୍ଟି କରିଛି ସେଠାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ବିମାନ ବନ୍ଦରରେ ହିଁ … Read More

ସୁକମାରେ ନକ୍ସଲ କମାଣ୍ଡର ନିହତ

ରାୟପୁର,(ଓଡିଶା ଟାଇମ୍): ଛତିଶଗଡ଼ର ସୁକମା ଜିଲାରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିଗୋଳା ଚାଳନା ଘଟଣାରେ ଜଣେ ନକ୍ସଲ କମାଣ୍ଡର ବସ୍ତା ଭୀମାର ମୃତ୍ୟୁ ଘଟିଛି । ମୃତ ନକ୍ସଲ କମାଣ୍ଡର ସୁରକ୍ଷା ବାହିନୀ ଉପରେ ହୋଇଥିବା ୯ଟି ଭୟଙ୍କର … Read More

ଚିନ୍ତା ବଢାଇଲା କୋଭିଡର ନୂଆ ପ୍ରକରଣ ‘ଓମିକ୍ରନ’

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ଭାଇରସର ନୂଆ ଭାରିଆଣ୍ଟ ବିଶ୍ୱରେ ଭୟ ବଢ଼ାଇ ଦେଇଛି । ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱରେ ସତର୍କ ଘଣ୍ଟି ବାଜିଛି । ଦକ୍ଷିଣ ଆଫ୍ରିକା ସମେତ ବୋତ୍ସୱାନା, ହଂକଂ, ଇସ୍ରାଏଲ … Read More