ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ

ବ୍ରହ୍ମପୁର,(ଓଡିଶା ଟାଇମ୍): କରୋନା ସଂକ୍ରମଣ ଏବେ ବି କମିନାହିଁ । ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଭାଇରସ୍‌କୁ ନେଇ ଏବେ ଚିନ୍ତା । ୬ ଜଣ ଓମିକ୍ରନ୍‌ ସଂକ୍ରମିତ ଦେଶରେ ଚିହ୍ନଟ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରେ ଗୁଜରାଟ ଜାମନଗରରେ ୭୨ବର୍ଷୀୟ ଜଣେ … Read More

ଆଇଏଏସ ସ୍ତରରେ ବଡ ଅଦଳବଦଳ କଲେ ମୋଦୀ ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ର ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ପ୍ରଶାସକ ଅଳକା ଉପାଧ୍ୟାୟଙ୍କୁ ଜାତୀୟ ରାଜପଥ ପ୍ରାଧିକରଣର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ଅଳକା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ ଅଫିସର … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଶ୍ରୀ ଚନ୍ଦ୍ରଭୋଗ ହେଉଥିବାରୁ ଆୟ ପରିମାଣବୃଦ୍ଧି ପାଇବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟ ଯୁକ୍ତ ହୋଇପାରନ୍ତି । ଧନ-ସମ୍ପଦ ଭରପୂର ରହିବ । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ । ଚାଷୀ- ଚାଷ … Read More

ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟର ଭିକାରୀ ତାଲିକା ଦେଇଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୯୭୦ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଏଥିମଧ୍ୟରୁ ୪୧୨୮ ପୁରୁଷ ଭିକାରୀ ଓ ୨୮୪୨ ମହିଳା ଭିକାରୀ ଅଛନ୍ତି । କଟକରେ ସର୍ବାଧିକ ଭିକାରୀ … Read More

ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଶିଷ୍ଟ ପଦାର୍ଥ ବୈଜ୍ଞାନିକ ପଦ୍ନଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ । ୯୩ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ପଦ୍ମଭୂଷଣ ତ୍ରିଲୋଚନ ୧୯୨୯ ମସିହା ଜାନୁଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା … Read More

ବିଧାନସଭାରେ ପୁଣି ମମିତା ତାତି : ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନରେ ବି ଗୃହରେ ବିରୋଧୀଙ୍କ ହଙ୍ଗାମା । ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିରୋଧୀଙ୍କ ହଟ୍ଟଗୋଳ ଲାଗି ମୁଲତବୀ ରଖିଲେ ବାଚସ୍ପତି । … Read More

ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୦ … Read More

ଭାରତରେ ଭୟ ବଢାଇଲା ଓମିକ୍ରନ! ଜୟପୁରରେ ୯ ସଂକ୍ରମିତ

ନୂଆଦିଲ୍ଲୀ ,(ଓଡିଶା ଟାଇମ୍): ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ମ୍ୟୁଟାଣ୍ଟ ଏବେ ଭାରତ ପାଇଁ ବିପଦ ବଢାଇଛି । କର୍ଣ୍ଣାଟକରେ ଦୁଇ ବ୍ୟକ୍ତି ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବା ପରେ ଆଲର୍ଟରେ ସରକାର । ଫଳରେ ବିଭିନ୍ନ ରାଜ୍ୟର ସରକାର … Read More

ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ୱାଦ’

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜଓ୍ବାଦ । ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବା ବେଳେ ଗଭୀର ଅବପାତ ରୂପ ନେବ ବାତ୍ୟା । ଏହି ସମୟରେ ପବନର ବେଗ ସର୍ବାଧିକ ୭୫ କିମି ରହିବ ବୋଲି ସୂଚନା … Read More

ବାତ୍ୟା ପାଇଁ ୩୮ଟି ଟ୍ରେନ୍ ବାତିଲ

ଭୁବନେଶ୍ବର, (ଓଡିଶା ଟାଇମ୍): ବାତ୍ୟା ଜୱାଦ୍ ପାଇଁ ୪, ୫ ଓ ୬ ତାରିଖ ପାଇଁ କିଛି ଟ୍ରେନ ବାତିଲ କରାଯାଇଛି । ୪ ତାରିଖରେ ୩୬ଟି ଏବଂ ୫ ତାରିଖରେ ୩୮ଟି ଟ୍ରେନ ବାତିଲ କରାଯଇଛି । ୬ ତାରିଖରେ … Read More