ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ରେଜଲ୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ ।  କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇଛି । cbseresults.nic.in ରେ ଛାତ୍ରଛାତ୍ରୀମାନେ ସେମାନଙ୍କ … Read More

ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ; ମୃତ୍ୟୁ ପୂର୍ବରୁ ଲେଖିଲେ- “କ୍ୟାନ୍ସର ମୋତେ ମାରିଦେବ”

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତ୍ରୀ ତଥା ମଡେଲ୍ ଦିବ୍ୟା ଚୌକସେ ଦୀର୍ଘଦିନରୁ କ୍ୟାନ୍ସରରେ ପିଡିତ ଥିବା ବେଳେ ରବିବାର ଦିନ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ‘ହେ ଅପନା … Read More

ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଙ୍କଟ ମଧ୍ୟରେ ଶେଷ ହୋଇଛି ମାଟ୍ରିକ ଖାତାଦେଖା । ଏବେ ଆରମ୍ଭ ହୋଇଛି ଟାବୁଲେସନ । ଜୁଲାଇ ୩୧ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ବାହାରିବ ବୋଲି ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ … Read More

ବିରଳ ଘଟଣା: ଏକ ସଙ୍ଗେ ୪ ବାଛୁରୀଙ୍କୁ ଜନ୍ମ ଦେଲା ଗୋଟିଏ ଗାଈ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) :ଗୋଟିଏ ଗାଈ ଏକାଥରକେ ୪ଟି ବାଛୁରୀ ଜନ୍ମ ଦେଲା ଭଳି ବିରଳ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଚେରୀପଡ଼ା ଗାଁରେ ଗୋଟିଏ ଗାଇ ୪ଟି ବାଛୁରୀ ଜନ୍ମ ଦେଇଛି । କଚେରୀପଡ଼ା … Read More

ଅମିତାଭ ବଚ୍ଚନଙ୍କୁ କରୋନା, ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲକୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷାରେ କୋଭିଡ୍ ପଜିଟିଭ ବାହାରିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମିତାଭ ନିଜେ ଟୁଇଟ୍ … Read More

ଚୀନ୍ ନିଜର ଭାବମୂର୍ତ୍ତିକୁ ସୁଧାରିବାକୁ କନସୁଲମ୍ ପିଆର ଏଜେନ୍ସିର ଦ୍ୱାରସ୍ଥ

ହଂକଂର ସ୍ୱାଧୀନତା ନଷ୍ଟ କରିବା ପରେ ଚୀନ୍ ପ୍ରଶାସନ ବର୍ତ୍ତମାନ ଏହାର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଚିନ୍ତିତ ହୋଇ ପଡ଼ିଛି । ହଂକଂର ସ୍ୱାଧୀନତାକୁ ସମାପ୍ତ କରିଥିବା ଜାତୀୟ ସୁରକ୍ଷା ଆଇନକୁ ନେଇ ବିଶ୍ୱ ସମାଲୋଚନାର ସମ୍ମୁଖୀନ ହେବା ପରେ ଚୀନ୍ … Read More

ଆଦିତ୍ୟ ଦାସ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଭୁବନେଶ୍ବର, (ଓଡିଶା ଟାଇମ୍) :ସମାଜସେବୀ ତଥା ପିପୁଲ ଫର ସେବା’ର  ମୁଖ୍ୟ ଆଦିତ୍ୟ ଦାଶଙ୍କ ରେଳଧାରଣାରୁ ମୃତଦେହ ମିଳିବା ଘଟଣାରେ ସସ୍‌ପେନ୍ସ ବଢ଼ିଚାଲିଛି। ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ତେବେ ସେପଟେ ମାମଲାର ମୋଡ଼ ବଦଳାଇଛି ଜିଆର୍‌ପି … Read More

୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ଵର,(ଓଡିଶା ଟାଇମ୍) : ୨୦୧୫ ଓ ୨୦୧୬  ବର୍ଷ ପାଇଁ ଘୋଷଣା ହୋଇଛି ରାଜ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ୯ଟି ବିଭାଗରେ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ଲେଖକମାନଙ୍କ ନାମକୁ ଘୋଷଣା କରାଯାଇଛି। ତେବେ ବରିଷ୍ଠ ଲେଖକ ଦେବଦାସ … Read More

ମାଓପ୍ରବଣ ଜିଲା ତାଲିକାରୁ ବାଦ ପଡ଼ିଲା ୫ ଜିଲା

ଭୁବନେଶ୍ବର, (ଓଡିଶା ଟାଇମ୍) : ନକ୍ସଲ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (ଏସଆରଇ) ଜିଲ୍ଲା ତାଲିକାରୁ ୫ଟି ଜିଲ୍ଲା ବାଦ୍ ପଡ଼ିଥିବା ନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଥିବା … Read More

ଆତ୍ମସନ୍ତୋଷର ପରିଭାଷା

ଆଖିରେ ଅସୁମାରୀ ସ୍ୱପ୍ନ, ଆକାଶକୁ ଛୁଇଁବାର ତୀବ୍ର ଈଚ୍ଛା । ଏତେ କମ୍ ବୟସରେ ବି ସେମାନେ କୁହନ୍ତି : ଜୀବନ ଛନ୍ଦାୟିତ । ସରଳ ରେଖାର ଜୀବନ କ’ଣ ଗୋଟେ ଜୀବନ? କିଛି ନ ଥାଇ ବି ସବୁ କିଛି … Read More