କୋଭିଡ୍ ନିୟମ ପାଳନ କରି ଦୁର୍ଗାପୂଜା ଆୟୋଜନକୁ ଅନୁମତି ଦେଲେ ହାଇକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଆଡମ୍ବରଶୁନ୍ୟ ଭାବରେ ପାଳନ ହେବ ଦୁର୍ଗାପୂଜା। ଏହି ବର୍ଷ ଭୁବନେଶ୍ୱରରେ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । … Read More

ସ୍ବାୟତଶାସନ ଦିବସରେ ଦୁଇଟି ନାଗରିକକେନ୍ଦ୍ରିକ ଆପ୍‌ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :  ଆଜି ସ୍ବାୟତ ଶାସନ ଦିବସ ଅବସରରେ ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ସହର’ ଓ ‘ସ୍ବଚ୍ଛ ସହର ଓଡ଼ିଶା’ ନାମକ ଦୁଇଟି ନାଗରିକକେନ୍ଦ୍ରିକ ମୋବାଇଲ୍‌ ଫୋନ୍ ଆପ୍ଲିକେସନ୍‌ର ଶୁଭାରମ୍ଭ କରିଛନ୍ତି।  ଲୋକସେବା … Read More

ସେପ୍ଟେମ୍ବରରେ ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୪ ମାସର ଭତ୍ତା

ଭୁବନେଶ୍ବର, (ଓଡିଶା ଟାଇମ୍) : ମଧୁବାବୁ ପେନସନ ଯୋଜନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ସବୁ ହିତାଧିକାରୀଙ୍କୁ ସେପ୍ଟେମ୍ବରରେ ମିଳିବ ଏକକାଳୀନ ୪ ମାସର ଭତ୍ତା । ସେପ୍ଟେମ୍ବରରୁ ଡିସେମ୍ବର ଯାଏଁ ଭତ୍ତା ଏକକାଳୀନ ଦେବାକୁ … Read More

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତାକାଲିକୁ ଘୁଞ୍ଚିଛି ରାଜ୍ୟ କ୍ୟାବିନେଟ୍‌ର ବୈଠକ । ଆସନ୍ତାକାଲି ଅପରାହ୍ନରେ ବସିବ କ୍ୟାବିନେଟ ବୈଠକ । ତେବେ ଆଜି ଅପରାହ୍ନରେ ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟର ୨୦ଟି ଜିଲ୍ଲା ବନ୍ୟା ଜଳରେ … Read More

ବିବାହର ପ୍ରତିଶୃତି ଦେଇ ପ୍ରତାରଣା ଅଭିଯୋଗ

ଭୁବନେଶ୍ବର, (ଓଡିଶା ଟାଇମ୍) : ଯୁବତୀଙ୍କୁ  ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ । ପ୍ରତାରଣା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଚକେଇସିହାଣି ଅଞ୍ଚଳର ତପନ କୁମାର ସାହୁ(୨୫) । ସୂଚନାଯୋଗ୍ୟ ଯେ, … Read More

ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, (ଓଡିଶା ଟାଇମ୍) : ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବେ । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଏନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଗତ ତିନି … Read More

ରାଜ୍ୟରେ ୨୪ଘଣ୍ଟାରେ ୫୭,୮୭୭ଟି କରୋନା ନମୁନା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ଏଥିପାଈଁ ରାଜ୍ୟରେ କରୋନା ପରିକ୍ଷାକୁ ଅଧିକରୁ ଅଧିକ କରାଯାଉଛି ।  ରାଜ୍ୟରେ ୨୪ଘଣ୍ଟାରେ ୫୭,୮୭୭ଟି କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା … Read More

ରାଜ୍ୟରେ ୧୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୨୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର … Read More

ରାଜ୍ୟରେ ଚିହ୍ନଟ ହେଲେ ୨୬୦୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୫୩୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ହୀରାକୁଦକୁ ବନ୍ୟାଜଳ ପ୍ରବେଶ କମିଛି, ୩୬ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ

ଭୁବନେଶ୍ବର, (ଓଡିଶା ଟାଇମ୍) :  ହୀରାକୁଦ ଡ଼୍ୟାମର ଜଳ ପତ୍ତନ ହ୍ରାସ ପାଉଛି। ଡ଼୍ୟାମର ଆଉ ୪ଟି ଗେଟ ବନ୍ଦ ହୋଇଥିବା ବେଳେ ଡ଼୍ୟାମରୁ ଏବେ ୩୬ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁଛି। ବର୍ତ୍ତମାନ ଜଳ ଭଣ୍ଡାର ମଧ୍ୟକୁ ୪ … Read More