କଟକଣା ଭିତରେ ସାର୍ବଜନୀନ ଦୂର୍ଗାପୂଜା ପ୍ରସଙ୍ଗ : ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ପୂଜାମଣ୍ଡପର ଚାଲେଞ୍ଜ
ଭୁବନେଶ୍ବର, (ଓଡିଶା ଟାଇମ୍) : କଟକଣା ଭିତରେ ସାର୍ବଜନୀନ ଦୂର୍ଗାପୁଜା ଲାଗି ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓ ତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଥିବା ଏକାଧିକ ମାମଲାର ଆଜି ଶୁଣାଣି ହେବ । କୋଭିଡ କଟକଣା … Read More











