୩୦ ପ୍ରତିଶତ କଟିବ ସାଂସଦଙ୍କ ଦରମା, ସଂସଦରେ ବିଲ୍ ପାସ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ସାଂସଦଙ୍କ ଦରମା କାଟ୍‌ ପାଇଁ ପ୍ରସ୍ତୁତି ହୋଇ ସାରିଛି। କୋଭିଡ୍-୧୯ ମହାମାରୀ କାରଣରୁ ତତ୍ପନ ସ୍ଥିତିର ମୁକାବିଲା ଲାଗି ଗୋଟିଏ ବର୍ଷ ପାଇଁ ସାଂସଦଙ୍କ ଦରମାରୁ ୩୦ ପ୍ରତିଶତ କଟାଯିବ। ଏହି … Read More

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍ ଆପ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗୁଗୁଲ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପକୁ ଶୁକ୍ରବାର ହଟାଇ ଦେଇଛି ଗୁଗୁଲ। ପେଟିଏମକୁ ଜୁଆ ଖେଳ ଆପ୍ ବୋଲି ଗୁଗୁଲ ଅଭିଯୋଗ କରିଛି। କମ୍ପାନୀ ଏଭଳି ଆପକୁ ପ୍ଲେ ଷ୍ଟୋରରେ ଜାଗା ଦେଇପାରିବ ନାହିଁ କହି ହଟାଇ … Read More

ଆଜି ଖୋଲିବ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ : ଭିସେରା ରିପୋର୍ଟ କହିବ ହତ୍ୟା ନା ଆତ୍ମହତ୍ୟା!

ମୁମ୍ବାଇ, (ଓଡିଶା ଟାଇମ୍) :ଆଜି ସୁଶାନ୍ତ ସିଂ ରାଜପୁତ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ, ଆଜି ଏହି ରହସ୍ୟରୁ ପରଦା ଉଠାଯିବ।  ଆଜି ସୁଶାନ୍ତ ସିଂ ରାଜପୁତଙ୍କ ବିଶ୍ରା ରିପୋର୍ଟ ଆସିବ। ଏହା ପରେ … Read More

କୋସି ମହାସେତୁ ସମେତ ୧୨ଟି ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ​‌ମୋଦି ଆଜି ବିହାରରେ କୋସି ରେଳ ମାର୍ଗ ବ୍ରିଜକୁ ଉଦଘାଟନ କରି ରାଜ୍ୟକୁ ଉତ୍ସର୍ଗ କରିଛନ୍ତି। ପିଏମ ମୋଦି ଭିଡିଓ କନଫରେନ୍ସିଂ ଜରିଆ​ରେ ବ୍ରିଜର ଉଦଘାଟନ କରିଛନ୍ତି। ତେବେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ … Read More

ସି-ସୋର ଚିଟଫଣ୍ଡ ଲିଙ୍କ୍‍ ନେଇ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ

ଭୁବନେଶ୍ବର, (ଓଡିଶା ଟାଇମ୍) :ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇ ଟିମ୍‌ । ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ସିବିଆଇ ଟିମ୍‌ ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡିଛି । ସିବିଆଇର ୭ଜଣିଆ ଟିମ୍‌ ପକ୍ଷରୁ ଛାନ୍‌ଭିନ୍‌ ଜାରି ରହିଛି । ପୂର୍ବତନ ମନ୍ତ୍ରୀ … Read More

+ ୨ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍ ମାର୍କ

ଭୁବନେଶ୍ବର, (ଓଡିଶା ଟାଇମ୍) :ଯୁ କ୍ତ ଦୁଇ ନାମ ଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ କଟ୍‌ ଅଫ୍ ମାର୍କ। କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି। ରେଭେନ୍ସାରେ କଳାରେ ୭୨.୫ ପ୍ରତିଶତ କଟ୍‌ ଅଫ୍ ମାର୍କ ଥିବାବେଳେ … Read More

ମାନିଲା ଚୀନ୍: ଗଲୱାନ‌ ସଂଘର୍ଷରେ ଚୀନ ସୈନିକଙ୍କର ମଧ୍ୟ ପ୍ରାଣହାନୀ ହୋଇଥିଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗତ ଜୁନ ମାସରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିବା ବେଳେ ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ଗଲୱାନରେ ହୋଇଥିବା ଏହି ସଂଘର୍ଷରେ କୌଣସି ସେନା ଯବାନଙ୍କ ମୃତ୍ୟୁ ହୋଇନଥିବା କହିଥିଲା ଚୀନ। ଏତେ … Read More

ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଆଜି ସୁଦ୍ଧା ଜୀବନ ହାରିଲେଣି ୬୮୨

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ୧୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ରାଜ୍ୟରେ ଚିହ୍ନଟ ହେଲେ ୪୧୮୦ କରୋନା ସଂକ୍ରମିତ,୧୭୧୩୪୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୧୩୪୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଆଜି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ନାମଲେଖା ପାଇଁ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ଆସନ୍ତାକାଲି ପ୍ରକାଶ ପାଇବ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ସାମ୍ସ ୱେବସାଇଟ୍‌ରେ ପ୍ରଥମ … Read More