ବିନା ଅନୁମତିରେ ପ୍ରବେଶ କରିବାରୁ ୪ ଏଏନଏମ ସସପେଣ୍ଡ

ପୁରୀ, (ଓଡିଶା ଟାଇମ୍) : ଡ୍ୟୁଟିରେ ଥାଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିବା ୪ ଜଣ ସ୍ବାସ୍ଥ୍ୟକର୍ମୀ ଚାକିରୀରୁ ବହିଷ୍କୃତ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ତେବେ … Read More

ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୨୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୬୮କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬୩ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୯୦୦୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଦେଶରେ ଦୈନିକ ସଂକ୍ରମଣରେ ହ୍ରାସ ; ନୂଆ ପଜିଟିଭ ୧୬,୪୩୨

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଲଗାତାର ଦୈନିକ ସଂକ୍ରମଣରେ ହ୍ରାସ ପାଇଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୧୬,୪୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪,୯୦୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୫୨ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ … Read More

ଖୋର୍ଦ୍ଧାରୁ ୩୨୦ ଗ୍ରାମ୍‌ର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ

ଖୁର୍ଦ୍ଧା, (ଓଡିଶା ଟାଇମ୍) :୩bro୨୦ ଗ୍ରାମ୍‌ର ବ୍ରାଉନ୍ସୁଗାର ଜବତ । ଏହାସହ ଜଣଙ୍କୁ ଗିରଫ କରିଛି ପୋଲିସ । ଖୋର୍ଦ୍ଧା  ଜଙ୍କିଆ ଥାନା ପୋଲିସ ଓରବରସିଂହ ଗାଁରୁ ବ୍ରାଉନ୍‌ସୁଗାର ସହ ଜଣେ ବେପାରୀକୁ ଗିରଫ କରିଛି । ଖବର ଅନୁଯାୟୀ, ଜଙ୍କିଆ … Read More

ଭିଜିଲାନ୍ସ ଜାଲରେ ସମବାୟ ସମିତି ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର

ବଲାଙ୍ଗୀର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । … Read More

ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚ ଶିକ୍ଷା ପାଇଁ ସଂରକ୍ଷଣ : କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍) : ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ଯେକୌଣସି ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବ। … Read More

ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ହୋ-ହଲ୍ଲା ମନା, ଏକାଠି ହେବେନି ଅଧିକ : BMC ଜାରିକଲା ସ୍ବତନ୍ତ୍ର ନିର୍ଦ୍ଦେଶନାମା

ଭୁବନେଶ୍ବର, (ଓଡିଶା ଟାଇମ୍) : ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜିତ ହୋଇଥାଏ ‘ଜିରୋ ନାଇଟ ସେଲିବ୍ରେସନ’ ହୋଇଥାଏ। କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ। ଏହି ସମୟରେ ବାର ଓ କ୍ଲବରେ … Read More

କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସୋମବାର ଅସୁସ୍ଥ ହୋଇପଡ଼ିଛନ୍ତି। କଂଗ୍ରେସର ପ୍ରତିଷ୍ଠା ଦିବସରେ ସିବିଆଇର ନିସ୍କ୍ରିୟତାକୁ ନେଇ ଏକ ଖୋଲା ଜିପରେ ଭାଷଣା ଦେଉଥିବା ବେଳେ ଅଚେତ ହୋଇ ପଡ଼ିଥିଲେ। ହଠାତ ଛାତିକୁ ଧରି ତଳେ … Read More

ଆଦିତ୍ୟ ବିର୍ଲା ହେଲଥ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଭୁବନେଶ୍ୱରରେ ଦ୍ୱିତୀୟ ସମ୍ପୂର୍ଣ୍ଣ-ସେବା ଶାଖା ଉଦଘାଟିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ଲିମିଟେଡ୍‌ର ସ୍ୱାସ୍ଥ୍ୟ ବୀମା କଂପାନି ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଭୁବନେଶ୍ୱରରେ ଏହାର ଦ୍ୱିତୀୟ ସମ୍ପୂର୍ଣ୍ଣ-ସେବା ଶାଖା ଉଦଘାଟନ କରାଯାଇଛି । ନୂଆ ଶାଖାକୁ ପ୍ରଥମ ମହଲା, ୫-ବି, ଜନପଥ, … Read More