ସମ୍ବଲପୁର ଆଇଆଇଏମ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର, (ଓଡିଶା ଟାଇମ୍) : ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିବାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ … Read More

ବଢିବ ତାପମାତ୍ରା, ୧୪ ଯାଏଁ କମ୍ ରହିବ ଶୀତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହ ଶୀତର ପ୍ରକୋପ ସାମାନ୍ୟ କମ୍‌ ରହିବ । କିଛି ସ୍ଥାନକୁ ଛାଡିଦେଲେ ପ୍ରାୟତଃ ରାତି ତାପମାତ୍ରା ସ୍ୱାଭାବିକ ଉପରେ ରହିବ । ଏପରି ସ୍ଥିତି ରହିବ ଜାନୁଆରୀ ୧୪ … Read More

କାଲିଠୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ, (ଓଡିଶା ଟାଇମ୍) : ଆସନ୍ତାକାଲିଠୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ହେଲେ ନୂଆବର୍ଷରେ ଅଧିକ ଜନଗହଳିକୁ ଦୃଷ୍ଟିରେ ରଖି ଗତକାଲି ଭଳି ଆଜି ମଧ୍ୟ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। କାଲିଠୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଗଲେ ପ୍ରତିଦିନ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୫୧ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୦୧୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ବଦଳିଲେ ପୁରୀ, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାପାଳ, ଜଗତସିଂହପୁର ଖାଲି

ଭୁବନେଶ୍ବର, (ଓଡିଶା ଟାଇମ୍) : ବର୍ଷର ପ୍ରଥମ ଦିନରେ ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାକୁ ଝଟକା ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରିଥିଲେ ମଧ୍ୟ ଜଗତସିଂହପୁରକୁ ନୂଆ ଜିଲ୍ଲାପାଳ ଦେବାକୁ … Read More

ବିଜୁ ମହିଳା ଜନତା ଦଳର ସଭାପତି ହେଲେ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦୀର୍ଘ ଦେଢ଼ବର୍ଷ ଧରି ନେତୃତ୍ୱ ବିହୀନ ଥିବା ବିଜେଡି ମହିଳା ଶାଖାର ସଭାନେତ୍ରୀ ଭାବେ ବରିଷ୍ଠ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଯୁକ୍ତି ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଆଜି ଏହି ନିଯୁକ୍ତି ଦେବା … Read More

୨୦୨୧ ମେ’ ୪ରୁ ସିବିଏସଇ ବୋର୍ଡ ପରୀକ୍ଷା, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :CBSE ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି କେନ୍ଦ୍ର ଶିକ୍ଷା ବଭାଗ । ମେ ୪ ତାରିଖରୁ CBSE ବୋର୍ଡ ପରୀକ୍ଷା ଆରମ୍ଭ ହେବ । ଏହା ଜୁନ୍‌ ୧୦ଯାଏଁ ଚାଲିବ ବୋଲି ସୂଚନା ମିଳିଛି … Read More

ରାଜଧାନୀରୁ ଆଉ ୨୧ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୩୯

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨୧ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୬୩୪ରେ ପହଞ୍ଚିଛି ।ଗୁରୁବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୪ ଜଣ ରହିଥିବା ବେଳେ ୧୭ ଜଣ … Read More

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବେଲଗୁଣ୍ଠା ଥାନା ଉଦ୍‌ଘାଟନ

ଭୁବନେଶ୍ବର, (ଓଡିଶା ଟାଇମ୍) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୬ଟି ଥାନା ଉଦ୍‌ଘାଟନ କରିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟରେ ଥିବା ଥାନା ଅନ୍ୟତମ । ଯାହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖବର … Read More

କଟକ, ଭୁବନେଶ୍ୱରରେ ଆଜି ଜାରି ହେବ ୧୪୪ ଧାରା

ଭୁବନେଶ୍ବର, (ଓଡିଶା ଟାଇମ୍) :ତେବେ ରାଜ୍ୟ ସରକାରଙ୍କ ନାଇଟ୍‌ କର୍ଫ୍ୟୁ ଘୋଷଣା କରିବାର କିଛି ସମୟରେ କମିଶନରେଟ୍‌ ଟ୍ବିନ୍‌ ସିଟିରେ ୧୪୪ ଧାରା ଜାରି କରିଛନ୍ତି । ଏନେଇ ଘୋଷଣା କରିଛନ୍ତି ପୋଲିସ କମିଶନର । ରାଜ୍ୟରେ କରୋନା ସ୍ଥିତିକୁ ଦେଖି … Read More