ହିମାଚଳରେ ବାର୍ଡ ଫ୍ଲୁ ଆତଙ୍କ, ପୋଙ୍ଗ ହ୍ରଦରେ ୧୭୦୦ ପକ୍ଷୀ ମୃତ
ଶିମଲା, (ଓଡିଶା ଟାଇମ୍) :ହିମାଚଳ ପ୍ରଦେଶରେ କରୋନା ଭାଇରସ୍ ମହାମାରୀରୁ ଲୋକେ ଧିରେ ଧିରେ ମୁକୁଳୁଥିବା ବେଳେ ରାଜ୍ୟରେ ବାର୍ଡ ଫ୍ଲୁ ପ୍ରବେଶ କରିଛି। ଏହି ରୋଗ କାରଣରୁ କାଙ୍ଗଡାର ପୋଙ୍ଗ ହ୍ରଦରେ ୧୭୦୦ ପ୍ରବାସୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏହି … Read More











