ଆଜିଠାରୁ ୨ ଦିନ ପାଇଁ ରାଜ୍ୟର ୬ ଜିଲ୍ଲାରେ ଘନ କୁହୁଡ଼ି

ଭୁବନେଶ୍ବର, (ଓଡିଶା ଟାଇମ୍) :ବହୁ ପ୍ରତୀକ୍ଷିତ ମୁମ୍ବାଇ- ଝାରସୁଗୁଡ଼ା- ବେଙ୍ଗାଲୁରୁ ବିମାନ ସେବା ଆଉ କିଛି ଘଣ୍ଟା ପରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା ସଂପୂର୍ଣ୍ଣ … Read More

ଜେଡ୍‌ ପ୍ଲସ୍ ସୁରକ୍ଷାରେ ଆସୁଛି କରୋନା ଟିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଜାନୁଆରୀ ୧୬ ତାରିଖରୁ କରୋନା ଟୀକାକରଣ ହେବ। କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟୀକାକରଣ ଖର୍ଚ୍ଚ ସରକାର ବହନ କରିବେ। … Read More

ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୨୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୨୫ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୩୩୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଛତିଶଗଡର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ବରିଷ୍ଠ ଆଇଏଏସ ସୁବ୍ରତ ସାହୁ

ଭୁବନେଶ୍ବର , (ଓଡିଶା ଟାଇମ୍) : ୧୯୯୨ ବ୍ୟାଚ୍‌ର ଓଡ଼ିଆ IAS ଅଧିକାରୀ ସୁବ୍ରତ ସାହୁ ଏବେ ଛତିଶଗଡ଼ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ … Read More

ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂଆ ପରୀକ୍ଷା କେନ୍ଦ୍ରର ଶିଳାନ୍ୟାସ

ଭୁବନେଶ୍ବର, (ଓଡିଶା ଟାଇମ୍) :ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ମାଣ ହେବ ନୂଆ ପରୀକ୍ଷା କେନ୍ଦ୍ର । ଏଠାରେ ଏକାଥରକେ ୩୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ପ୍ରାୟ ୨୬ ହଜାର ବର୍ଗଫୁଟରେ ପରୀକ୍ଷା କେନ୍ଦ୍ରକୁ ନିର୍ମାଣ କରାଯିବ। ସୋମବାର ବିଶ୍ୱବିଦ୍ୟାଳୟର କୁଳପତି ସବିତା … Read More

ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୨,୫୮୪, ସୁସ୍ଥ ୧୮,୩୮୫

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା। ବୃଦ୍ଧି ପାଉଛି ଆରୋଗ୍ୟ ହାର। ୨୪ ଘଣ୍ଟାରେ ଆଉ ନୂଆ ପଜିଟିଭ ୧୨,୫୮୪ ଚିହ୍ନଟ। ଚିକିତ୍ସାଧୀନ ଅବସ୍ଥାରେ ୧୬୭ ଆକ୍ରାନ୍ତଙ୍କ ମୃତ୍ୟୁ। … Read More

ବିଷାକ୍ତ ମଦ ପିଇ ୧୦ ମୃତ, ୨୪ରୁ ଅଧିକ ଗୁରୁତର

ପୁଣେ, (ଓଡିଶା ଟାଇମ୍) : ମଧ୍ୟ ପ୍ରଦେଶର ମୁରେନ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଡଜନ ରୁ ଅଧିକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ … Read More

ସିରମ ଇନ୍‌ଷ୍ଟିଚ୍ୟୁଟରୁ ଦିଲ୍ଲୀରେ ପହଞ୍ଚିଲା କରୋନା ଟିକା, ଆଜି ଓଡ଼ିଶାରେ ପହଞ୍ଚିବ

ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡିଶା ଆସୁଛି କୋଭିଡ଼ ଟୀକା । ଆଜି ଓଡିଶାରେ ପହଞ୍ଚିବ କୋଭିଡ଼ ଟୀକା କୋଭିସିଲ୍ଡ । ସ୍ୱତନ୍ତ୍ର ସ୍ପାଇସ୍‌ ଜେଟ୍‌ ବିମାନରେ ମୁମ୍ବାଇର ପୁଣେରୁ ଭୁବନେଶ୍ୱର ଆସୁଛି କୋଭିସିଲ୍ଡ ଟୀକା । ଖବର ଅନୁଯାୟୀ, କରୋନା ମହାମାରୀ … Read More

ପାରାଦୀପରେ ଆଜିଠୁ ୨ ଦିନିଆ ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’,

ପାରାଦୀପ, (ଓଡିଶା ଟାଇମ୍) :ପାରାଦୀପରେ ଆଜିଠୁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’ । ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ସମେତ ଉପକୂଳରେ ଥିବା ସମସ୍ତ ମେରାଇନ୍ ଥାନା ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଇଷ୍ଟର୍ଣ୍ଣ ନାଭାଲ … Read More