ବହୁ ଚର୍ଚ୍ଚିତ ମାମୁଁ ଭଣଜା ଘାଇ, ଲୋକୟୁକ୍ତଙ୍କ ନିର୍ଦେଶରେ ଭିଜିଲାନ୍ସ ତରଫରୁ ଘାଇ ନିକଟରେ ଚାଲିଲା ଛାନ ଭିନ

ଯାଜପୁର, (ଓଡିଶା ଟାଇମ୍) : ଆମେ କହୁଚୁ ବହୁ ଚର୍ଚ୍ଚିତ ମାମୁଁ ଭଣଜା ଘାଇ ର କଥା।ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନ କୋତପୁର ରମ୍ଭାପୁର ରେ ଗତ ଅଗଷ୍ଟ ମାସ ରେ କେଲୁଅ ନଦୀରେ ସୃଷ୍ଟି ହୋଇଥିଲା ମନୁଷ୍ୟ କୃତ … Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ଛାଇର ଶଦ୍ଦ’, ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଦୁଇଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଡଃ ଗୋପବନ୍ଧୁ ଦାସଙ୍କ କବିତା ସଂକଳନ ‘ଛାଇର ଶଦ୍ଦ’ କୁ ଲୋକାର୍ପିତ କରିଛନ୍ତି। ଏଥିରେ ୮୩ଟି କବିତା ସ୍ଥାନିତ ହୋଇଛି। ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ସହିତ ଏହି କବିତାରେ … Read More

ବିଦ୍ୟାଳୟକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ

ବାଲିପାଟଣା, (ଓଡିଶା ଟାଇମ୍) :ବିଦ୍ୟାଳୟକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଚାନକ ଗସ୍ତ। ବାଲିପାଟଣା ଶିକ୍ଷା ମଣ୍ଡଳ ବିପିନ୍ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ହରିଜନ ଆବାସି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ସମୀର ଦାଶ । … Read More

ଫେସ୍‌ବୁକ୍‌ ତଥ୍ୟ ଲିକ୍ ମାମଲା, କେମ୍ବ୍ରିଜ୍ ଆନାଲିଟିକା ବିରୋଧରେ କେସ୍ ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତୀୟ ଫେସ୍ବୁକ୍ ବ୍ୟବହାରକାରୀଙ୍କ ନିକଟରୁ ବେଆଇନ୍ ଭାବେ ବ୍ୟକ୍ତିଗତ ତଥ୍ୟକୁ ଅପବ୍ୟବହାର କରିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ବ୍ୟୁରୋ ବା ସିବିଆଇ ଏକ କେସ୍ ରୁଜୁ କରିଛି । ଏହି କାର୍ଯ୍ୟରେ ଲିପ୍ତ ଥିବା କେମ୍ୱ୍ରିଜ୍ ଆନାଲିଟିକା … Read More

ପାକିସ୍ତାନ : ନିକାହର ନର୍କ ଓ ଧର୍ମରେ ଧର୍ଷଣ!

ବିଭୂତି ପତି ସଫ୍‌ଦରଜଙ୍ଗ୍ ଏନ୍‌କ୍ଲେଭ, ନୂଆଦିଲ୍ଲୀ ୯୯୧୦୭୪୦୮୩୯ କ୍ରିଶ୍‌ମାସ୍‌, ଡ଼ିସେମ୍ବର ୨୫ ତାରିଖ ବଡ଼ଦିନର ପୂର୍ବ ରବିବାର କରାଚୀର ଐତିହାସିକ ଚର୍ଚ୍ଚ  “”ସେଣ୍ଟ୍‌ପ୍ୟାଟ୍ରିକ୍ସ” ରେ ଉତ୍ସବ ମୁଖରିତ ପରିବେଶ । ପ୍ରାର୍ଥନା ହଲ୍‌ର ଦ୍ୱାରଦେଶରେ କାର୍ଡ଼ ବୋର୍ଡ଼ ଏବଂ ତୁଳାରେ ତିଆରି … Read More

ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ କୁମାର ନାୟକ

କଟକ,(ଓଡିଶା ଟାଇମ୍) : ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି । ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ସଞ୍ଜୟ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୦୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ରାମ ମନ୍ଦିର ଲାଗି ଗମ୍ଭୀର ଦେଲେ କୋଟିଏ ଟଙ୍କା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାରତର ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ମନ୍ଦିର ନିର୍ମାଣ ଲାଗି ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି … Read More

ସିମୋଗା ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ବେଙ୍ଗାଲୁରୁ, (ଓଡିଶା ଟାଇମ୍) :କର୍ଣ୍ଣାଟକର ସିମୋଗା ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତ୍ରରେ ଘଟିଥିବା ବିସ୍ଫୋରଣରେ ୮ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ପ୍ରଥମେ ୩ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଥିଲା । ଏବେ ଏହି ସଂଖ୍ୟା ୮କୁ … Read More

ଆତ୍ମଘାତୀ ବିସ୍ଫୋରଣ : ୩୨ ମୃତ, ଶତାଧିକ ଆହତ

ବାଗଦାଦ, (ଓଡିଶା ଟାଇମ୍) :ବିସ୍ଫୋରଣରେ ଥରିଲା ବାଗଦାଦ । ଇରାକର ରାଜଧାନୀ ବାଗ୍‌ଦାଦର ତାୟରାନ ସ୍କୋୟାରରେ ଗୁରୁବାର ୨ଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି ।  ଏଥିରେ ଅତି କମରେ ୩୨ ଜଣ ପ୍ରାଣ ହରାଇଥିଲାବେଳେ ୧୦୦ଜଣରୁ ଅଧିକ ଆହତ ହୋଇଛନ୍ତି । … Read More