ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍
ବଲାଙ୍ଗିର /ରାୟଗଡା, (ଓଡିଶା ଟାଇମ୍) :ଦୁର୍ଘଟଣାରେ ବି ଅଜବ ସଂଯୋଗ । ବସ୍ର ନାମ ଗୋଟିଏ, କିନ୍ତୁ ଭିନ୍ନ ଭିନ୍ନ ସ୍ଥାନରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାର ସମୟ ମଧ୍ୟ ପାଖାପାଖି ସମାନ ରହିଛି । ଶନିବାର ସକାଳ ସମୟରେ ରାଜ୍ୟର … Read More











