ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା: ଆଜି ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ
ଭୁବନେଶ୍ବର, (ଓଡିଶା ଟାଇମ୍) : ବହୁ ଚର୍ଚ୍ଚତ ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଚାଇଲ୍ଡ କୋର୍ଟରେ ଆଜି ହାଜର ହେବେ ଅଭିଯୁକ୍ତ ନାବାଳକ।ଏସ୍ ଆଇଟିର ଏଲ୍ ଭି ଏ ଟେଷ୍ଟ ସହ ରିମାଣ୍ଡ ବେଳେ ନାବାଳକକୁ ନିର୍ଯାତନା ଦିଆଯାଇଥିବା ଆବେଦନ ଉପରେ ଶୁଣାଣି … Read More











