ଚିଚୋରଗୁଡ଼ା ଜଙ୍ଗଲରେ ଏନ୍କାଉଣ୍ଟର, ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ
ମାଲକାନଗିରି, (ଓଡିଶା ଟାଇମ୍): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଏନ୍କାଉଣ୍ଟର । ମାଓବାଦୀଙ୍କ ଗୁଳିରେ ୨ଜଣ ଡିଆର୍ଜି ଯବାନ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, … Read More











