୨୬ରେ ପୁଣି ଭାରତ ବନ୍ଦ, ଡାକରା ଦେଲା ବ୍ୟବସାୟୀ ସଂଘ
ଝାରସୁଗୁଡ଼ା, (ଓଡିଶା ଟାଇମ୍) :କେନ୍ଦ୍ରୀୟ ଟ୍ୟାକ୍ସ ଜିଏସ୍ଟିକୁ ନେଇ ଭାରତ ବନ୍ଦ ଡାକରା ଦେଇଛନ୍ତି ଝାରସୁଗୁଡ଼ା ବ୍ୟବସାୟୀ ମହାସଂଘ । ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ଡାକରାକୁ ସଫଳ କରିବାକୁ ଝାରସୁଗୁଡାରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସବୁ ରାଜନୈତିକ ଦଳ … Read More











